ETV Bharat / city

ଶାନ୍ତିଶୃଙ୍ଖଳା ସହ ଚାଲିଛି ସମବାୟ ସମିତି ନିର୍ବାଚନ - ସମବାୟ ସମିତି ନିର୍ବାଚନ

ଶାନ୍ତିଶୃଙ୍ଖଳା ସହ ଚାଲିଛି ସମବାୟ ସମିତି ନିର୍ବାଚନ । ଅଧିକ ପଢ଼ନ୍ତୁ

ଶାନ୍ତିଶୃଙ୍ଖଳା ସହ ଚାଲିଛି ସମବାୟ ସମିତି ନିର୍ବାଚନ

author img

By

Published : Jun 19, 2022, 9:55 PM IST

ଭୁବନେଶ୍ବର : ଶାନ୍ତିଶୃଙ୍ଖଳା ସହ ଚାଲିଛି ସମବାୟ ସମିତି ନିର୍ବାଚନ । ମୋଟ ୭୩୧ଟି ସମବାୟ ସମିତିରୁ ୨୪୪ ସମ୍ବେଦନଶୀଳ ସମିତି ଭାବେ ଚିହ୍ନଟ କରାଯାଇଛି । ଏହି ସମସ୍ତ ସ୍ଥାନରେ ସଶସ୍ତ୍ର ପୋଲିସ ମୁତୟନ ସହ ଆବଶକୀୟ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରାଜ୍ୟ ସମବାୟ ନିର୍ବାଚନ କମିଶନ ।

ଶାନ୍ତିଶୃଙ୍ଖଳା ସହ ଚାଲିଛି ସମବାୟ ସମିତି ନିର୍ବାଚନ

ଏହା ପରେ ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ଅଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ସେଣ୍ଟ୍ରାଲ ସମବାୟ ସମିତି ପାଇଁ ଅକ୍ଟୋବରରେ ହେବ । ନିର୍ବାଚିତ ହୋଇଥିବା ନିର୍ଦ୍ଦେଶକ ମାନେ ସେଣ୍ଟ୍ରାଲ ସମବାୟ ସମିତିର ସଭ୍ୟ ହୋଇ ଭୋଟ ଦେବେ । କିଛି ସ୍ଥାନରେ ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି । ତେଣୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି କମିଶନ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.