ETV Bharat / city

ସବୁଜ କାର୍ଡଧାରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ନେଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 10, 2019, 12:02 AM IST

ସବୁଜ କାର୍ଡଧାରୀ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଦାବି ପୂରଣ ପୂର୍ବରୁ ସେମାନଙ୍କ ଗଣତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜାଇନ ଫଟୋ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସବୁଜ କାର୍ଡଧାରୀଙ୍କ ଗଣତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ମାସ ହେଲା ସବୁଜ କାର୍ଡଧାରୀ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ତେବେ ଦାବି ପୂରଣ ପୂର୍ବରୁ ସେମାନଙ୍କ ଗଣତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚିହ୍ନଟ ପରେ ଦାବି ପୂରଣ ନେଇ ବିଚାର କରାଯିବ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.