ETV Bharat / city

Mahashivratri: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Mar 1, 2022, 10:07 AM IST

Updated : Mar 1, 2022, 11:13 AM IST

ରାଜ୍ୟବାସୀଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ। ଶିବରାତ୍ରୀ ପାଇଁ ପ୍ରସିଦ୍ଧ ଶୈବ ପୀଠରେ ଭକ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସକାଳ ୫ଟାରୁ ମନ୍ଦିରରେ ଦର୍ଶନ ଆରମ୍ଭ ହୋଇଯାଇଛି । ଆଜି ଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ପବିତ୍ର ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। pic.twitter.com/geO4NUlvai

    — Naveen Patnaik (@Naveen_Odisha) March 1, 2022 " class="align-text-top noRightClick twitterSection" data=" ">

ଏନେଇ ସେ ଟ୍ବିଟ କରି ଲେଖିଛନ୍ତି ଯେ ପବିତ୍ର ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। ପବିତ୍ର ମହାଶିବରାତ୍ରୀ ଅବସରରେ ସମସ୍ତ ମନ୍ଦିର ଗୁଡିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଜି ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମନ୍ଦିରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

  • ପବିତ୍ର ମହାଶିବରାତ୍ରୀ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି।#Mahashivaratri pic.twitter.com/UCt9VA9s80

    — Governor Odisha (@GovernorOdisha) March 1, 2022 " class="align-text-top noRightClick twitterSection" data=" ">

ସେହିପରି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଛନ୍ତି ରାଜ୍ୟପାଳ।

  • महाशिवरात्रि के पावन अवसर पर समस्त देशवासियों को हार्दिक मंगलकामनाएं।

    देवाधिदेव महादेव सभी के जीवन में शांति, समृद्धि और उन्नती का मार्ग प्रशस्त करें यही कामना है।

    ॐ नमः शिवाय। pic.twitter.com/fBDrk7ZXsz

    — Dharmendra Pradhan (@dpradhanbjp) March 1, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Last Updated : Mar 1, 2022, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.