ETV Bharat / city

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଖିଲେ ପ୍ରତିକ୍ରିୟା

author img

By

Published : Mar 28, 2022, 5:39 PM IST

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ କ୍ରୀଡା ସମ୍ମିଳନୀରେ ଯୋଗ ଦେବାକୁ ଯାଇଛନ୍ତି ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ପହଞ୍ଚିବା ପରେ ଗସ୍ତର କାରଣ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟତଃ ଦିଲ୍ଲୀ କ୍ରୀଡା ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା କହିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତାକାଲି ସେ ସଂସଦ ମଧ୍ୟ ଯିବେ।

  • I'm in Delhi to attend the Sports Conference, mainly due to what Odisha has been doing for Hockey nationally. Tomorrow I'll be visiting Parliament & also having a meeting to follow up on various issues of Odisha which are pending with the Central Govt: Odisha CM Naveen Patnaik pic.twitter.com/351ffWj2a9

    — ANI (@ANI) March 28, 2022 " class="align-text-top noRightClick twitterSection" data=" ">

ଏହା ବି ପଢ଼ନ୍ତୁ Naveen Visit To Delhi: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ, ବଢ଼ିଲା ରାଜନୈତିକ ଉଷ୍ମତା

ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ଏଠାକୁ ମୁଖ୍ୟତଃ କ୍ରୀଡ଼ା ସମ୍ମିଳନୀରେ ଯୋଗ ଦେବାକୁ ଆସିଛି । ହକି ପାଇଁ ଓଡ଼ିଶା ଜାତୀୟ ସ୍ତରରେ ବହୁତ କିଛି ଅବଦାନ ଦେଇଥିବାରୁ ମୁଁ ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଛି। ଏହାଛଡ଼ା ଆସନ୍ତାକାଲି ମୁଁ ସଂସଦ ମଧ୍ୟ ଯିବି।"

ଖାଲି ସେତିକି ନୁହେଁ, ସଂସଦ ଯିବା ପରେ ନବୀନ ପଟ୍ଟନାୟକ ବିଭିନ୍ନ ବିଷୟକୁ ନେଇ କେନ୍ଦ୍ରିୟ ଅଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ର ସରକାରଙ୍କଠାରୁ ପାଇବାକୁ ଥିବା ବିଭିନ୍ନ ବକେୟା ଅନୁଦାନ ସମ୍ପର୍କରେ ଆଲୋଚନା ହେବ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.