ETV Bharat / city

Omicron Scare: ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ - ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବଢୁଥିବା ସଂକ୍ରମଣର ମୁକାବିଲା ଲାଗି ସମୀକ୍ଷା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ

author img

By

Published : Jan 4, 2022, 5:24 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ସଂକ୍ରମଣର ମୁକାବିଲା ଲାଗି ସମୀକ୍ଷା ବୈଠକ ଆରମ୍ଭ । ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( CM Naveen Patnaik chairs a High level Review meeting amid covid surge) ।

ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କୋଭିଡ ସଂକ୍ରମଣ ସହ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଏହାକୁ ନେଇ ଆଉ କଣ କରାଯାଇ ପାରିବ କଣ ପଦକ୍ଷେପ ଆବଶ୍ୟକ ତମାମ ପ୍ରସଙ୍ଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଆବାସରୁ ଭିସି ଯୋଗେ ଉପସ୍ଥିତ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.