ETV Bharat / city

କଟକରେ ଆୟୁର୍ବେଦ ହସ୍ପିଟାଲର ଶିଳାନ୍ୟାସ, ଶତାଧିକ ରୋଗର ହେବ ଚିକିତ୍ସା - lay foundation stone of sri sri university cuttack

କଟକରେ ଆୟୁର୍ବେଦ ହସ୍ପିଟାଲର ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାରେ ଉପସ୍ଥିତ ରହିଲେ ଆର୍ଟ ଅଫ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Sep 21, 2019, 1:48 PM IST

ଭୁବନେଶ୍ବର: କଟକରେ ଆୟୁର୍ବେଦ ହସ୍ପିଟାଲର ହେଲା ଶିଳାନ୍ୟାସ। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଏହି ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଟ ଅଫ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ଏହି ଶିଳାନ୍ୟାସ ଉତ୍ସବରେ ଯୋଗଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସୂଚନା ଅନୁସାରେ, ହସ୍ପିଟାଲରେ ଏବେ ରହିବ 300 ବେଡ଼ ବିଶିଷ୍ଟ ଶଯ୍ୟା । ଶତାଧିକ ରୋଗର ହେବ ଚିକିତ୍ସା। ପାଞ୍ଚ ହଜାର ବର୍ଷ ପୁରୁଣା ଆୟୁର୍ବେଦର ଲୋକପ୍ରିୟତା ବର୍ତ୍ତମାନ ବଢୁଥିବା ଦେଖାଦେଇଛି। ରାଜ୍ୟରେ 5ଟି ଆୟୁର୍ବେଦ ହସ୍ପିଟାଲ ଓ 800 କ୍ଲିନିକ କାର୍ଯ୍ୟକ୍ଷମ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
କଟକରେ ଆୟୁର୍ବେଦ ହସ୍ପିଟାଲ ର ଶିଳାନ୍ୟାସ। ଶ୍ରୀ ଶ୍ରୀ ବିଶ୍ବବିଧ୍ୟଳୟରରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆର୍ଟ ଅଫ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗଦେଇଛନ୍ତି। ହସ୍ପିଟାଲ ଇ ରହିବ 300 ବେଡ଼ ବିଶିଷ୍ଟ ଶଯ୍ୟା। ଶତାଧିକ ରୋଗର ସିକିତ୍ସ କରାଯିବ।
ପାଞ୍ଚ ହଜାର ବର୍ଷ ପୁରୁଣା ଅୟୁର୍ବେଦର ଲୋକ ପ୍ରିୟତା ବଢିଛି। ରାଜ୍ୟରେ 5 ଟି ଆୟୁର୍ବେଦ ହସ୍ପିଟାଲ ଓ 800 କ୍ଲିନିକ କାମ କରୁଛି , ମୁଖ୍ୟମନ୍ତ୍ରୀ।

Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.