ETV Bharat / city

ପିଏମଜିରେ ପୋଲିସ ବିଜେପି କର୍ମି ଧସ୍ତାଧସ୍ତି: ଏକାଧିକ ପୋଲିସ କର୍ମଚାରୀ ଆହାତ

author img

By

Published : Dec 9, 2021, 10:51 PM IST

ପିଏମଜିରେ ପୋଲିସ ସହ ବିଜେପି କର୍ମି ଧସ୍ତାଧସ୍ତି। ୧୪ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହେବା ସହ କିଛି ବିଜେପି କର୍ମି ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପିଏମଜିରେ ପୋଲିସ ବିଜେପି କର୍ମି ଧସ୍ତାଧସ୍ତି: ଏକାଧିକ ପୋଲିସ କର୍ମଚାରୀ ଆହାତ
ପିଏମଜିରେ ପୋଲିସ ବିଜେପି କର୍ମି ଧସ୍ତାଧସ୍ତି: ଏକାଧିକ ପୋଲିସ କର୍ମଚାରୀ ଆହାତ

ଭୁବନେଶ୍ବର: ପିଏମଜିରେ ପୋଲିସ ସହ ବିଜେପି କର୍ମି ଧସ୍ତାଧସ୍ତି । ବ୍ୟାପକ ପୋଲିସ କର୍ମଚାରୀ ସହ ବିଜେପି କର୍ମି ଆହତ ହୋଇଛନ୍ତି । ସହିଦ ନଗର IIC ହିମାଂଶୁ ସ୍ୱାଇଁ, ବାଲିପାଟଣା IIC କୃପାସିନ୍ଧୁବରାଡ଼, ଚନ୍ଦ୍ରଶେଖରପୁର IIC ପ୍ରଦୀପ ରାଉତ ଓ ACP ଜୋନ1 ମାନସ ଗଡନାୟକ ସହ ଏସଓଜି ଯବାନ ଓ ପୋଲିସ ଡ୍ରାଇଭର ସହ ୧୪ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପରିକି ପୋଲିସ ଗାଡି ମଧ୍ୟ କିଛି ଭାଙ୍ଗରୁଜା କରିଛନ୍ତି ।

ଏନେଇ ପୋଲିସ କମିଶନର ହସପିଟାଲରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି । ଅନ୍ଯପଟେ ବିଜେପି ସଭାପତି ସମୀର ମହାନ୍ତି ବିଜେପି କର୍ମଚାରୀ ଭେଟିଛନ୍ତି।

ତେବେ ଏନେଇ ଆହତ ବିଜେପି କର୍ମି କହିଛନ୍ତି ଏହା ପଛରେ ବିଜେଡିର ଯୁବ ଗୋଷ୍ଠୀ ସାମିଲ ଅଛନ୍ତି, ଆଉ ପୋଲିସ ଇସାରାରେ ଏପରି କରିଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ।

ସେପଟେ ପୋଲିସ କମିଶନର କହିଛନ୍ତି ପୋଲିସ ଉପରକୁ ଆକ୍ରମଣ ନିନ୍ଦନୀୟ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.