ETV Bharat / city

କେନ୍ଦ୍ର ଦେଉନି ଟଙ୍କା, ବ୍ୟାଙ୍କ ଋଣ ସହ ସୁଧରେ ବୁଡି ରହିଛି ଯୋଗାଣ ନିଗମ

author img

By

Published : Aug 28, 2019, 8:48 PM IST

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବାକି ଥିବା ଧନ କିଣା ସବସିଡି ତୁରନ୍ତ ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବାକି ଥିବା ଧନ କିଣା ସବସିଡି ତୁରନ୍ତ ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର କରିଥିବା ଚୁକ୍ତି ମୁତାବକ କେନ୍ଦ୍ର ସରକାର ପ୍ରତି ତ୍ରୈମାସର ପ୍ରଥମ ମାସରେ ସବସିଡି ବାବଦ ଅଗ୍ରୀମ ଅର୍ଥ ରାଶି ଦେବା କଥା । ହେଲେ 2017-18ରୁ କେନ୍ଦ୍ର ଏଥିରେ ଅନିୟମିତତା କରୁଛି ।

ଫଳରେ ଓଡିଶା ଯୋଗାଣ ନିଗମ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି । ଏହି ସଂସ୍ଥା ଉପରେ 2 ହଜାର 123 କୋଟି ଟଙ୍କା ବୋଝ ହେଲାଣି । ସେପ୍ଟେମ୍ବର 30ରେ ଶେଷ ହେବାକୁ ଥିବା ତ୍ରୈମାସରେ ଅଗ୍ରୀମ ସବସିଡି ଅର୍ଥରାଶି 1ହଜାର 345 କୋଟି ଟଙ୍କା ହେବ ବୋଲି ଚିଠିରେ ଲେଖାଯାଇଛି ।

ଅର୍ଥ ଦେବାରେ ବିଳମ୍ବ ହେବା ଯୋଗୁଁ ବ୍ୟାଙ୍କ ଋଣ ଭାର ଓ ସୁଧରେ ବୁଡି ରହିଛି ଯୋଗାଣ ନିଗମ। ଯେହେତୁ କେନ୍ଦ୍ର ଅର୍ଥ ଦେବାରେ ବିଳମ୍ବ କରୁଛି ତେଣୁ ସୁଧ ବାବଦ ଅର୍ଥ କେନ୍ଦ୍ର ଭରଣା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବକେୟା ଅର୍ଥ ସୁଧ ସହିତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶ୍ୱନ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ବାକିଆ ଥିବା ଧନ କିଣା ସବ୍ସିଡି ତୁରନ୍ତ ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାର କରିଥିବା ଚୁକ୍ତି ମୁତାବକ କେନ୍ଦ୍ର ସରକାର ପ୍ରତି ତ୍ରୈମାସର ପ୍ରଥମ ମାସରେ ସବ୍ସିଡି ବାବଦ ଅଗ୍ରୀମ ଅର୍ଥ ରାଶି ଦେବା କଥା। ହେଲେ 2017-18ରୁ କେନ୍ଦ୍ର ଏଥିରେ ଅନିୟମିତତା କରୁଛି। ଫଳରେ ଓଡିଶା ଯୋଗାଣ ନିଗମ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ଏହି ସଂସ୍ଥା ଉପରେ 2123 କୋଟି ଟଙ୍କା ବୋଝ ହେଲାଣି। ସେପ୍ଟେମ୍ବର 30ରେ ଶେଷ ହେବାକୁ ଥିବା ତ୍ରୈମାସରେ ଅଗ୍ରୀମ ସବ୍ସିଡି ଅର୍ଥରାଶି 1345 କୋଟି ଟଙ୍କା ହେବ ବୋଲି ଚିଠିରେ ଲେଖାଯାଇଛି। ଅର୍ଥ ଦେବାରେ ବିଳମ୍ବ ହେବ ଯୋଗୁଁ ବ୍ୟାଙ୍କ ଋଣ ଭାର ଓ ସୁଧ ରେ ବୁଡି ରହିଛି ଯୋଗାଣ ନିଗମ। ଯେହେତୁ କେନ୍ଦ୍ର ଅର୍ଥ ଦେବାରେ ବିଳମ୍ବ କଟୁବି ତେଣୁ ସୁଧ ବାବଦ ଅର୍ଥ ମଫଃୟ କେନ୍ଦ୍ର ଭରଣା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବକେୟା ଅର୍ଥ ସୁଦ୍ଧା ସହିତ ଦେବା ପାଇଁ ସେ ଚିଠିରେ ଲେଖିଛନ୍ତି।Body:ହହConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.