ETV Bharat / city

କାର୍ଗିଲ ଯୋଦ୍ଧାଙ୍କୁ ନବୀନଙ୍କ ଭାବପୂର୍ବକ ଶ୍ରଦ୍ଧାଞ୍ଜଳି - ବିଜୟ ଦିବସର 20 ବର୍ଷ ପୂର୍ତ୍ତି

ଦେଶମାତୃକା ପାଇଁ ନିଜ ଜୀବନଙ୍କୁ ଜଳାଞ୍ଜଳି ଦେଇଥିବା କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ । ବିଜୟ ଦିବସର 20 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଯବାନଙ୍କୁ ମନେ ପକାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@Naveen_Odisha
author img

By

Published : Jul 26, 2019, 11:48 AM IST

ଭୁବନେଶ୍ବର: 20 ବର୍ଷରେ କାର୍ଗିଲ 'ବିଜୟ' । ଆଜି ବୀର ଯୋଦ୍ଧାଙ୍କୁ ମନେ ପକାଉଛି ଦେଶ । ଦେଶ ପ୍ରତି ସେମାନଙ୍କ ବଳିଦାନ ଓ ବୀରତ୍ବର ଅଦ୍ୟମ ସାହାସକୁ ଶତ ପ୍ରମାଣ କରିବା ସହ ପୁଣି ଥରେ 'ବିଜୟ'ର ଗାଥାକୁ ଦୋହାରାଯାଉଛି ।

Naveen Pattanaik tweet
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@Naveen_Odisha

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ଦେଶ ପାଇଁ ବଳିଦାନ ଓ ତ୍ୟାଗ ଦେଇଥିବା ବୀରତ୍ବଙ୍କୁ ସଲାମ ଜଣାଇଛନ୍ତି ନବୀନ । ଏହାସହ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ ।

ଏଥିସହ ଦେଶ ମାତୃକାର ରକ୍ଷା ପାଇଁ ପ୍ରତିଟି ଇଞ୍ଚ ଲାଗି ନିଜ ଜୀବନକୁ ଜଳାଞ୍ଜଳି ଦେଉଥିବା ସେହି ଯବାନଙ୍କୁ ସେ ଭାବପୂର୍ବକ ସଲାମ ଜଣାଇଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.