ETV Bharat / city

ସ୍ୱଳ୍ପ ମିଆଦି ବଜେଟ ଆସିବ: ବିଶ୍ୱେଶ୍ୱର ଟୁଡୁ

author img

By

Published : Jan 30, 2022, 9:32 PM IST

ଯେହେତୁ 5ଟି ରାଜ୍ୟରେ ନିର୍ବାଚନ ଚାଲିଛି ସମସ୍ତେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ତେଣୁ ସ୍ୱଳ୍ପ ଦିନ ପାଇଁ କାମଚଳା ବଜେଟ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି । ଅଧିକ ପଢନ୍ତୁ

ସ୍ୱଳ୍ପ ମିଆଦୀ ବଜେଟ ଆସିବ: ବିଶ୍ୱେଶ୍ୱର ଟୁଡୁ
ସ୍ୱଳ୍ପ ମିଆଦୀ ବଜେଟ ଆସିବ: ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର: ଚଳିତ ସପ୍ତାହରେ ଆସିବ ସ୍ୱଳ୍ପ ମିଆଦି ବଜେଟ । କଣ ରହିବ ବଜେଟର ଆଭିମୁଖ୍ୟ, କୋଭିଡ ମହାମାରୀ ସମୟରେ କେଉଁ ବର୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ ତା’କୁ ନେଇ ଚାଲିଛି ଅଙ୍କ କଷା । ତେବେ 5ଟି ରାଜ୍ୟର ନିର୍ବାଚନ ଥିବାରୁ ଚଳିତ ବଜେଟ କାମଚଳା ବଜେଟ ହେବ ବୋଲି ବିଜେପି କହିଛି ।

ସ୍ୱଳ୍ପ ମିଆଦୀ ବଜେଟ ଆସିବ: ବିଶ୍ୱେଶ୍ୱର ଟୁଡୁ
କୋଭିଡ ସମୟରେ ସଂକ୍ରମଣ ଭୟ ରହିଛି । ଯେହେତୁ 5ଟି ରାଜ୍ୟରେ ନିର୍ବାଚନ ଚାଲିଛି ସମସ୍ତେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ତେଣୁ ସ୍ୱଳ୍ପ ଦିନ ପାଇଁ କାମଚଳା ବଜେଟ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.