ETV Bharat / city

ସେଲିବ୍ରେଟିଙ୍କ ଦୀପାବଳି ଶୁଭେଚ୍ଛା - ଚୁଲ୍‌ବୁଲି ଏଲିନା ସାମନ୍ତରାୟ

ଆଲୋକର ପର୍ବ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏପଟେ ଦୀପାବଳି ଅବସରରେ ‘ଇଟିଭି ଭାରତ’କୁ ସେଲିବ୍ରେଟିଙ୍କ ଦୀପାବଳି ଶୁଭେଚ୍ଛା....

ସେଲିବ୍ରେଟିଙ୍କ ଦୀପାବଳୀ ଶୁଭେଚ୍ଛା
author img

By

Published : Oct 26, 2019, 11:18 PM IST

ଭୁବନେଶ୍ବର: ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି । ଏନେଇ ସବୁଠି ଉତ୍ସବର ମାହୋଲ । ଦୀପାବଳିକୁ ନେଇ ‘ଇଟିଭି ଭାରତ’ର ଦର୍ଶକଙ୍କୁ ଶୁଭେଚ୍ଛା ଦେଇଛନ୍ତି ଓଡିଆ ସେଲିବ୍ରେଟି ।

ସେଲିବ୍ରେଟିଙ୍କ ଦୀପାବଳୀ ଶୁଭେଚ୍ଛା

ଦୀପାବଳିକୁ ପ୍ରଦୂଷଣମୁକ୍ତ କରିବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଅନୁରୋଧ କରିଛନ୍ତି ଷ୍ଟାର୍ସ । ଏହି ଅବସରରେ ଓଲିଉଡର ଚକଲେଟ୍ ହିରୋ ସବ୍ୟସାଚୀ, ଚୁଲ୍‌ବୁଲି ଏଲିନା ସାମନ୍ତରାୟ, ଆଇଟମ୍ କୁଇନ ବିଦୁସ୍ମିତା ଓ ଦୌଡ଼ ରାଣୀ ଦୂତୀ ଚାନ୍ଦ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତାରାୟ, ଇଟିଭି ଭାରତ

Intro:ଆଲୋକ ର ପର୍ଵ ରେ ଇଟିଭି ଭାରତ ର ଦର୍ଶକ ଙ୍କୁ ଶୁବେଛା ଦେଲେ ଓଡ଼ିଆ ଜଗତ ର ଷ୍ଟାରକାଷ୍ଟ,,ଅନ୍ୟ ପଟେ ଆଲୋକ ର ପର୍ଵ ରେ ବାଣ ନ ଫୁଟାଇ ଲୋକଙ୍କୁ ଦୀପ ଜଳିବା ପାଇଁ ଅନୁରୋଧ କରିଛନ୍ତି। ଓଲିଉଡ ର ଚକଲେଟି ହିରେ ସବ୍ୟସାଚୀ, ହିରେଇନ ଏଲିନା ସାମନ୍ତରାୟ , ଆଇଟମ କୁଇନ ବିଦୁସ୍ମିତା, ଓ ଦୌଡ଼ ରାଣୀ ଦୁତି ଚନ୍ଦ୍ ସଭିଏଁ ଇଟିଭି ଭାରତ ର ଦର୍ଶକ ଙ୍କୁ ଶୁବେଛା ର ବର୍ତା ଦେଇଛନ୍ତି।

Body:ଆଲୋକ ର ପର୍ଵ ରେ ଇଟିଭି ଭାରତ ର ଦର୍ଶକ ଙ୍କୁ ଶୁବେଛା ଦେଲେ ଓଡ଼ିଆ ଜଗତ ର ଷ୍ଟାରକାଷ୍ଟ,,ଅନ୍ୟ ପଟେ ଆଲୋକ ର ପର୍ଵ ରେ ବାଣ ନ ଫୁଟାଇ ଲୋକଙ୍କୁ ଦୀପ ଜଳିବା ପାଇଁ ଅନୁରୋଧ କରିଛନ୍ତି। ଓଲିଉଡ ର ଚକଲେଟି ହିରେ ସବ୍ୟସାଚୀ, ହିରେଇନ ଏଲିନା ସାମନ୍ତରାୟ , ଆଇଟମ କୁଇନ ବିଦୁସ୍ମିତା, ଓ ଦୌଡ଼ ରାଣୀ ଦୁତି ଚନ୍ଦ୍ ସଭିଏଁ ଇଟିଭି ଭାରତ ର ଦର୍ଶକ ଙ୍କୁ ଶୁବେଛା ର ବର୍ତା ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.