ETV Bharat / city

ସିବିଆଇ କୋର୍ଟରେ ହାଜର ହେଲେ ଆଶୀର୍ବାଦ

author img

By

Published : Sep 19, 2019, 1:09 PM IST

Updated : Sep 19, 2019, 2:18 PM IST

ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସିବିଆଇ କାର୍ଯ୍ୟାଳୟରୁ ନିଆଯାଇ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଛି।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସିବିଆଇ ଦ୍ବାରା ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କ ଅଡୁଆ ଧୀରେ ଧୀରେ ବଢୁଛି । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ତାଙ୍କୁ ଗିରଫ କରିବା ପରେ ଏବେ ସିବିଆଇ କାର୍ଯ୍ୟାଳୟରୁ ନିଆଯାଇ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଛି।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପୂର୍ବରୁ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଥିଲା । ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଇପିସି ଧାରା 120( b), 471, 409, 468, 420 ଆଧାରରେ ସିବିଆଇ ଆଶୀର୍ବାଦଙ୍କୁ ଗିରଫ କରିଛି । ତେବେ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଆଇନକୁ ସମ୍ମାନ ଦେଇ ସହଯୋଗ କରିବି ବୋଲି କହିଛନ୍ତି ଆଶୀର୍ବାଦ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ସେପଟେ ବାପାଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ସଞ୍ଜୟ ବେହେରା । ଏହା ଏକ ଚକ୍ରାନ୍ତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । କାରଣ ଆସନ୍ତା ସେପ୍ଟେମ୍ବର 27ରେ ଅଛି ଓସିଏ ନିର୍ବାଚନ । ଆସନ୍ତାକାଲି ନୋମିନେସନ ତେବେ ଏହାକୁ ନଜରରେ ରଖି ଏହି ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି ସଞ୍ଜୟ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

Intro:ଆଶ୍ରିବାଦ ବେହେରା ଗିରଫ, ସିବିଆଇ କାର୍ଯ୍ୟାଳୟରୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହଜାର କରାଯିବ।

Body:ଆଶ୍ରିବାଦ ବେହେରା ଗିରଫ, ସିବିଆଇ କାର୍ଯ୍ୟାଳୟରୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହଜାର କରାଯିବ।

Conclusion:
Last Updated : Sep 19, 2019, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.