ଭୁବନେଶ୍ବର: ମହଙ୍ଗା ପଡିଲା ଲାଞ୍ଚ କାରବାର । ଅନୁଗୋଳ ପୋଷ୍ଟାଲ ହେଡକ୍ବାର୍ଟର (Anugul Postal Head Quarter)ରେ କର୍ମଚାରୀ ଗିରଫ ହୋଇଛନ୍ତି । ଲାଞ୍ଚ ନେଉଥିବା ବେଳେ ସିବିଆଇ ଭୁବନେଶ୍ବର ଜୋନାଲ ୟୁନିଟ (CBI arrests postal worker in Anugul) ତାଙ୍କୁ ମାଡ଼ି ବସିଛି ।
ଏହି ଲାଞ୍ଚୁଆ ପୋଷ୍ଟାଲ କର୍ମଚାରୀ ହେଉଛନ୍ତି ଟିକନ କୁମାର ଦେବତା । ତେବେ ସେ ୧୦ ହଜାର ଲାଞ୍ଚ ନେବା ସହ ଧରିଲା ସିବିଆଇ ଭୁବନେଶ୍ବର ଜୋନାଲ ୟୁନିଟ । ଗ୍ରାମୀଣ ଡ଼ାକ ସେବକ ସହ କର୍ମଚାରୀଙ୍କଠୁ ଲାଞ୍ଚ ଡିମାଣ୍ଡ କରି ଲାଞ୍ଚ ନେବା ବେଳେ ଟ୍ରାପ କରିଛି ଭୁବନେଶ୍ବର ସିବିଆଇ ଜୋନାଲ ୟୁନିଟ ।
ଇଟିଭି ଭାରତ, ଭୁବନେଶ୍ବର