ETV Bharat / city

ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର - ଜାତିଗତ ପ୍ରମାଣ ପତ୍ର

ଏଣିକି ୧୦ ଦିନରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ...

ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
author img

By

Published : Apr 6, 2021, 4:52 PM IST

ଭୁବନେଶ୍ବର: ରାଜ୍ୟବାସୀ, ବିଶେଷ କରି ଛାତ୍ରଛାତ୍ରୀଙ୍କ ଲାଗି ଭଲ ଖବର । ଅତ୍ୟାବଶ୍ୟକ ପ୍ରମାଣପତ୍ର ଲାଗି ଆପଣଙ୍କୁ ଅତି ସରଳ, ସ୍ୱଳ୍ପ ଦିନରେ ମିଳିବ । ଏଣିକି ୧୦ ଦିନରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ସଚିବ ବିଷ୍ଣୁପଦ ସେଠୀ ।

ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର

ରାଜ୍ୟରେ ପୂର୍ବରୁ ଏହି ସେବା ୧୫ ଦିନ ମଧ୍ୟରେ ଯୋଗାଇବାକୁ ନିର୍ଦ୍ଦେଶ ଥିଲା । ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଚିଠି । 5‘ଟି’ ମୋ ସରକାରରେ ବିଭାଗ ସାମିଲ ହେବ । ବିଶେଷ କରି ବିଷ୍ଣୁପଦ ସେଠୀ ରାଜସ୍ୱ ସଚିବ ଭାବେ ଦାଇତ୍ୱ ନେବା ପରେ ବିଭାଗରେ ଆସିଛି ପରିଚାଳନା ଗତ ସୁଧାର । ଲୋକ ହିତକର କାର୍ଯ୍ୟ ସ୍ୱଳ୍ପ ସମୟରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ ଜମି ଜମାର କିସମ ପରିବର୍ତ୍ତନ ଓ ଏହା ସହ ଅନନ୍ୟା ସମସ୍ୟା ସମାଧାନ ତୁରନ୍ତ କରିବା ଲାଗି ଜିଲ୍ଲାପାଳ ଓ ତ୍ରିକ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ।

ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଏଣିକି 10 ଦିନରେ ମିଳିବ ଜାତିଗତ ପ୍ରମାଣ ପତ୍ର

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.