ETV Bharat / city

ରାଜଧାନୀରେ ଚିନ୍ତା ବଢାଉଛି ବ୍ରାଉନସୁଗାର, କ୍ୟୁଏଟି ଡ୍ରଗସ ସ୍କ୍ବାଡର ସ୍ପେଶାଲ ମାରାଥନ

author img

By

Published : Aug 12, 2021, 10:18 PM IST

ଅସମ୍ଭାଳ ସ୍ଥିତିରେ ସହରର ଅପରାଧ। ଅଥୟ କରିଛନ୍ତି ପେସାଦାର ଅପରାଧି। ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ । ରୋକିବା ପାଇଁ ଏଥର ନୂଆ ଷ୍ଟ୍ରାଟେଜି । ଅପରାଧ ପଛର ମୂଳ କାରଣ ବ୍ରାଉନସୁଗାର। ଅଧିକ ପଢନ୍ତୁ...

ରାଜଧାନୀରେ ଚିନ୍ତା ବଢାଉଛି ବ୍ରାଉନସୁଗାର, କ୍ୟୁଏଟି ଡ୍ରଗସ ସ୍କ୍ବାଡର ସ୍ପେଶାଲ ମାରାଥନ
ରାଜଧାନୀରେ ଚିନ୍ତା ବଢାଉଛି ବ୍ରାଉନସୁଗାର, କ୍ୟୁଏଟି ଡ୍ରଗସ ସ୍କ୍ବାଡର ସ୍ପେଶାଲ ମାରାଥନ

ଭୁବନେଶ୍ବର: ଅସମ୍ଭାଳ ସ୍ଥିତିରେ ସହରର ଅପରାଧ । ଅଥୟ କରିଛନ୍ତି ପେସାଦାର ଅପରାଧି । ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ।ରୋକିବା ପାଇଁ ଏଥର ନୂଆ ଷ୍ଟ୍ରାଟେଜି । ଅପରାଧ ପଛର ମୂଳ କାରଣ ବ୍ରାଉନସୁଗାର । ରୋକିବାକୁ ଏଥର କମିଶନରେଟ ପୋଲିସ ପ୍ରସ୍ତୁତ କରିଛି ବ୍ରାଉନସୁଗାର ବେପାରୀଙ୍କ ଲମ୍ବାଲିଷ୍ଟ ।

ଏନେଇ ସ୍ପେଶାଲ ଇନପୁଟ ଆଧାରରେ ବ୍ରାଉନସୁଗାର ପେଡଲର, ସ୍ମଗଲର ଓ ସପ୍ଲାୟରଙ୍କ ଏକ ଲିଷ୍ଟ ପ୍ରସ୍ତୁତ ହୋଇଛି । ଯାହା ଆଧାରରେ ଥାନା ଅଫିସର ଓ ସ୍ପେଶାଲ ସ୍କ୍ବାଡ ଉପରେ ଭରସା ନ କରି, ଏଥର ଧରିବା ପାଇଁ ଦାୟିତ୍ବ କ୍ୟୁଏଟି ଓ ସ୍ପେଶାଲ ଡ୍ରଗସ ସ୍କ୍ବାଡକୁ ଦିଆଯାଇଛି ଟାର୍ଗେଟ । ଏକ ସ୍ବତନ୍ତ୍ର ଅର୍ଡର ସହ ମାରାଥନ ରେଡ କରି ସେମାନଙ୍କୁ ପୋଲିସ କଷ୍ଟଡିକୁ ଆଣିବାକୁ ଯୋଜନା କରାଯାଇଛି। ଯାହାର କ୍ରମେ ପ୍ରଥମ ଦିନରେ ରାଜଧାନୀର ସହିଦନଗର, ଲକ୍ଷ୍ମିସାଗର, ଏୟାରଫିଲ୍ଡ, ନୟାପଲ୍ଲି ଥାନା ଅଞ୍ଚଳରେ ମାରାଥନ ରେଡ କରିଛି ଏହି ଟିମ ।

ଏକ ସ୍ପେଶାଲ ଷ୍ଟ୍ରାଟେଜିରେ ଗୋଟିଏ ଟିମ ପହଞ୍ଚି ପ୍ରଥମେ ଜଣେ ବ୍ରାଉନସୁଗାର ପେଡଲରକୁ ଉଠାଇଵା ପରେ ତାଠାରୁ ମିଳିଥିବା ଇନପୁଟକୁ ବେସ କରି ଅନ୍ୟ ପେଡଲର ଓ ସ୍ମଗଲର ସହ ସପ୍ଲାୟରକୁ ଖୁବ୍ କମ ବ୍ୟବଧାନରେ ଧରିବାକୁ ପ୍ରୟାସ ଜାରି ରଖିଛି। ଏପରିକି ମାରାଥନ ରେଡବେଳେ କିଛି ଅଫିସର ଖବର ପାଇ ପହଞ୍ଚିଥିଲେ ମଧ୍ଯ ସ୍ପେଶାଲ ଅପରେସନରେ ଏହାଠୁ ଦୂରେଇ ରହିବାକୁ ଉପରୁ ଅର୍ଡର ଆସିଛି । ଯାହାକୁ ଆଧାର କରି ଗୁରୁବାର ଅନେକ ଧରପଗଡ ବେଳେ ଶାନ୍ତିପଲ୍ଲି ବସ୍ତିରୁ ରଜନ ନାୟକ ଓ ଗଣିଆ ଧରା ପଡିଛନ୍ତି।

ପାଖାପାଖି ୪୦୦ଗ୍ରାମର ବ୍ରାଉନସୁଗାର ସହ ଗୋଟିଏ ପଲସର ଓ ହର୍ନେଟ ବାଇକ ଜବତ କରିଛି ପୋଲିସ । ଏନେଇ ସ୍ପେଶାଲ ଅପରେସନ ଯୋଗୁଁ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ପେଡଲର ଓ ସ୍ମଗଲର ଟ୍ରାକ ହୋଇଛନ୍ତି । ଦୁଇଦିନ ଭିତରେ ଧରିବାକୁ ଯୋଜନା ଚଳାଇଛି । ସ୍ପେଶାଲ ଅପରେସନରେ ଜଣେ ଅଣ୍ଡରଡରକଭର ଅଫିସର ଲିଡ ନେଉଥିବାବେଳେ ବ୍ରାଉନସୁଗାର ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥର ମୋବାଇଲ କି ଡିଜିଟାଲ ଟ୍ରାକିଂ ନୁହେଁ ହ୍ୟୁମାନ ଇଣ୍ଟେଲିଜେନସରେ ଟ୍ରାକ ପାଇଁ ପ୍ରୟାସ । କାରଣ ବ୍ରାଉନସୁଗାର ହିଁ ଅପରାଧର ମୂଳ ଚେର ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ ଅପରେସନ ଆଗାମୀ ଦୁଇ ଦିନ ଧରି ଜୋରଦାର ହେବ ବୋଲି ଅଣ୍ଡରକଭର ଅଫିସରଙ୍କୁ ସୁପରିୟର ଅଫିସରଙ୍କ ସ୍ପେଶାଲ ଇନଷ୍ଟ୍ରକସନ ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.