ETV Bharat / city

ବ୍ରାଉନସୁଗାର ନେଟୱର୍କରେ କଲେଜ ଷ୍ଟୁଡେଣ୍ଟ, ପୋଲିସ ପଞ୍ଝାରେ ଷ୍ଟାର ପିଣ୍ଟୁ

author img

By

Published : Oct 1, 2021, 11:35 AM IST

Updated : Oct 1, 2021, 12:57 PM IST

ରାଜଧାନୀରେ ଠାବ ହେଲା ବ୍ରାଉନସୁଗାର ନେଟଓ୍ବର୍କ । କଲେଜ ପିଲାଙ୍କୁ ନେଇ ନେଟଓ୍ବର୍କ ଚଲାଇଥିବା ମାଷ୍ଟର ମାଇଣ୍ଡ ଗିରଫ। ଅଧିକ ପଢନ୍ତୁ..

ବ୍ରାଉନସୁଗାର ନେଟୱର୍କରେ କଲେଜ ଷ୍ଟୁଡେଣ୍ଟ, ପୋଲିସ ପଞ୍ଝାରେ ଷ୍ଟାର ପିଣ୍ଟୁ
ବ୍ରାଉନସୁଗାର ନେଟୱର୍କରେ କଲେଜ ଷ୍ଟୁଡେଣ୍ଟ, ପୋଲିସ ପଞ୍ଝାରେ ଷ୍ଟାର ପିଣ୍ଟୁ

ଭୁବନେଶ୍ବର: ରାଜଧାନୀରେ ଠାବ ହେଲା ବ୍ରାଉନସୁଗାର ନେଟଓ୍ବର୍କ । କଲେଜ ପିଲାଙ୍କୁ ନେଇ ନେଟଓ୍ବର୍କ ଚଲାଇଥିବା ମାଷ୍ଟର ମାଇଣ୍ଡ ଗିରଫ । ବ୍ରାଉନସୁଗାର ବେପାରୀ ଷ୍ଟାର ପିଣ୍ଟୁ ଗିରଫ । ୭ ଲକ୍ଷର ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।

୭୫ ଗ୍ରାମ ଜବତ କରିଛି କମିଶନରେଟ୍ ପୋଲିସ । ଏକାମ୍ର କଲେଜ କଡରେ ଚଲାଇଥିଲା ନେଟଓ୍ବର୍କ । ଏହି ନେଟଓ୍ବର୍କରେ ସାମିଲ କରିଥିଲା କଲେଜ ପଢୁଆ ଯୁବକଙ୍କୁ । ଏନେଇ ସୁରାକ ମିଳିବା ପରେ ଏଵେ ସ୍କାନରରେ କଲେଜ ଷ୍ଟୁଡେଣ୍ଟ ୪ରୁ ଊର୍ଦ୍ଧ୍ବ ପେଡଲର।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 1, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.