ETV Bharat / city

ପୋଲିସ ସେବା ଭବନରେ ଲାଞ୍ଚ କାରବାର, ନିଲମ୍ବିତ ହେଲେ ଲାଞ୍ଚୁଆ କନେଷ୍ଟବଳ

author img

By

Published : Jul 16, 2020, 1:56 PM IST

Updated : Jul 16, 2020, 3:25 PM IST

ପୋଲିସ ସେବା ଭବନରେ ଲାଞ୍ଚ କାରବାର ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ...

ପୋଲିସ ସେବା ଭବନରେ ଲାଞ୍ଚ କାରବାର, ଗିରଫ ହେଲେ ଲାଞ୍ଚୁଆ କନେଷ୍ଟବଳ

ଭୁବନେଶ୍ବର: ପୁଣି ପୋଲିସ ଦେହରେ ଲାଗିଲା କଳାଦାଗ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ କନେଷ୍ଟବଳ । ସେ ପୁଣି ଖୋଦ ପୋଲିସ ଭବନରେ ଚାଲିଥିଲା ଲାଞ୍ଚ କାରବାର । 8 ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କମିଶନରେଟ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘର ଦେବା ନାମରେ ଲାଞ୍ଚ ନେଉଥିଲେ ସୁରେଶ ।

ସେପଟେ ଲାଞ୍ଚ ନେଇ ଗିରଫ ପରେ ତାଙ୍କୁ ସସପେଣ୍ଡ କରାଯାଇଛି । କନେଷ୍ଟବଳ ସୁରେଶ ଦାସଙ୍କୁ ନିଲମ୍ବନ କଲେ ପୋଲିସ କମିଶନର । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ନାଁରେ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

ପୋଲିସ ସେବା ଭବନରେ ଲାଞ୍ଚ କାରବାର, ନିଲମ୍ବିତ ହେଲେ ଲାଞ୍ଚୁଆ କନେଷ୍ଟବଳ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 16, 2020, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.