ETV Bharat / city

Brajarajnagar By poll: ପ୍ରଚାରକୁ ଯିବା ନଯିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି

author img

By

Published : May 19, 2022, 8:19 PM IST

ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାରକୁ ଯିବା ବା ନଯିବା ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହା କହିଛନ୍ତି ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ଟୁକୁନି ସାହୁ
ଟୁକୁନି ସାହୁଟୁକୁନି ସାହୁ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାରକୁ ଯିବା ବା ନଯିବା ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହା କହିଛନ୍ତି ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ । ମନ୍ତ୍ରୀ କହିଛନ୍ତି ଯେ, ବ୍ରଜରାଜନଗର ଉପ ନିର୍ବାଚନର 1 ନମ୍ବର ଷ୍ଟାର ପ୍ରଚାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଯେହେତୁ ସେ ଷ୍ଟାର ପ୍ରଚାରକ ଅଛନ୍ତି, ତେଣୁ ଆଶା ସେ ପ୍ରଚାରରେ ଯିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ । ତାଙ୍କ ସହ ଆମେ 40 ଜଣ ଏହି ତାଲିକାରେ ଅଛୁ । ବ୍ରଜରାଜନଗର ବିଜୟ ଲାଗି ଦଳ ରଣନୀତି ପ୍ରସ୍ତୁତ କରିଛି ।

ବ୍ରଜରାଜନଗର ଉପନିର୍ବାଚନ, ପ୍ରଚାରକୁ ଯିବା ନଯିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି: ଟୁକୁନି ସାହୁ

କିଶୋର ମହାନ୍ତି କେବଳ ଝାରସୁଗୁଡାର ନେତା ନଥିଲେ ସେ ରାଜ୍ୟର ନେତା ଥିଲେ । ଝାରସୁଗୁଡା ଲାଗି ତାଙ୍କର ଅନେକ ଅବଦାନ ରହିଛି । ତେଣୁ ତାଙ୍କ ପତ୍ନୀଙ୍କୁ ବ୍ରଜରାଜନଗର ବାସୀ ଗ୍ରହଣ କରିବେ । ବିଜେଡିର ବିକାଶ ମୂଳକ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତୀକୁ ଦେଖି ଭୋଟ ଆସିବ । ଅଳକା ମହାନ୍ତି ନିଶ୍ଚୟ ନିର୍ବାଚନରେ ବୃହତ ବ୍ୟବଧାନରେ ଜିତିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.