ETV Bharat / city

Sonu Sood Meets CM Naveen Patnaik: ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ

author img

By

Published : May 28, 2022, 8:11 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଙ୍କୁ ଆଜି (ଶନିବାର) ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ସୋନୁ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ
ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କୁ ଆଜି (ଶନିବାର) ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ସୋନୁ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନବୀନଙ୍କୁ ସାକ୍ଷାତ କଲେ ଅଭିନେତା ସୋନୁ ସୁଦ

ଓଡିଶା ଗସ୍ତରେ ଥିବା ଅଭିନେତା ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ସୋନୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରାଜ୍ୟର ପର୍ଯ୍ୟଟନ ବାବଦରେ ଆଲୋଚନା କରିଛନ୍ତି ସୋନୁ । କୋଭିଡ ସମୟରେ ଲୋକଙ୍କୁ ସହଯୋଗ କରି ଚର୍ଚ୍ଚାରେ ଅଛନ୍ତି ସୋନୁ ।

ସୋନୁ ଲକଡାଉନ ବେଳେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଘରକୁ ଫେରାଇ ଆଣିବାରେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ସୋନୁଙ୍କ ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.