ETV Bharat / city

ବିମାନବନ୍ଦରରେ କୋରୋନା ଚିହ୍ନଟ ନେଇ ବିଏମସିର ବଢୁଛି ଚିନ୍ତା

author img

By

Published : Apr 6, 2021, 9:53 PM IST

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନେଇ ବିଏମସିର ବଢୁଛି ଚିନ୍ତା । ଭୁବନେଶ୍ୱର ବିମାନବନ୍ଦରରୁ ଆଜି ପୁଣି ଚିହ୍ନଟ ହେଲେ ପାଖାପାଖି ୮ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

ବିମାନବନ୍ଦରରେ କୋରୋନା ଚିହ୍ନଟ ନେଇ ବିଏମସିର ବଢୁଛି ଚିନ୍ତା
ବିମାନବନ୍ଦରରେ କୋରୋନା ଚିହ୍ନଟ ନେଇ ବିଏମସିର ବଢୁଛି ଚିନ୍ତା

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ବିଏମସିର ବଢୁଛି ଚିନ୍ତା । ଭୁବନେଶ୍ୱର ବିମାନବନ୍ଦରରୁ ଆଜି ପୁଣି ଚିହ୍ନଟ ହେଲେ ପାଖାପାଖି ୮ କୋରୋନା ପଜିଟିଭ । ଚିହ୍ନଟ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ସୂଚନା । ବିମାନବନ୍ଦରରୁ ଇତି ମଧ୍ୟରେ ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇସାରିଲେଣି ।

ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନବନ୍ଦର । ଆଜି ବର୍ତ୍ତମାନ ସୁଦ୍ଧା କେବଳ ୫୦ରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ । ଗତ ୫ ଦିନରେ ୪୮ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ବିମାନବନ୍ଦରରୁ ମୋଟ ୫୦ ଜଣରୁ ଅଧିକ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି । ପଜିଟିଭ ଚିହ୍ନଟ ସମସ୍ତ ଯାତ୍ରୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଥିବା ସୂଚନା । ବିଏମସିରୁ ମିଳିଥିବା ସୂଚନା ଅନୁଯାୟୀ-

  • ଏପ୍ରିଲ ୧ ରେ ୨୪୧ ଟି ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୧୦ ପଜିଟିଭ ରିପୋର୍ଟ ଆସିଛି ।
  • ଏପ୍ରିଲ ୨ ରେ ୨୮୭ ଟେଷ୍ଟରୁ ୧୪ ପଜିଟିଭ ।
  • ଏପ୍ରିଲ ୩ ରେ ୨୫୪ ଟେଷ୍ଟରୁ ୦୪ ପଜିଟିଭ ।
  • ଏପ୍ରିଲ ୪ ରେ ୩୧୩ ଟେଷ୍ଟରୁ ୧୧ ପଜିଟିଭ ।
  • ଏପ୍ରିଲ ୫ ରେ ୧୮୪ ଟେଷ୍ଟରୁ ୦୯ ପଜିଟିଭ ଚିହ୍ନଟ ହୋଇଛି ।

ଭୁବନେଶ୍ବର ରେଳଷ୍ଟେସନରୁ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ନେଇ ଚିନ୍ତାରେ ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.