ETV Bharat / city

ସେପ୍ଟେମ୍ବର ୧୩ ରେ ୟୁନିଟ ୧ ହାଟ ବନ୍ଦ

ୟୁନିଟ ୧ ହାଟର ଉଭୟ ରିଟେଲ ଓ ହୋଲ ସେଲ ବ୍ୟବସାୟ ବନ୍ଦ କରାଗଲା । NEET ଏଣ୍ଟ୍ରାନ୍ସ ସେଣ୍ଟର ହୋଇଥିବାରୁ ବିଏମସି ପକ୍ଷରୁ ହାଟକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ୟୁନିଟ ୧ ହାଟ ମହାସଂଘକୁ ନୋଟିସ କରାଯାଇଛି। ଅଧିକ ପଢନ୍ତୁ..

ସେପ୍ଟେମ୍ବର ୧୩ ରେ ୟୁନିଟ ୧ ହାଟ ବନ୍ଦ
ସେପ୍ଟେମ୍ବର ୧୩ ରେ ୟୁନିଟ ୧ ହାଟ ବନ୍ଦ
author img

By

Published : Sep 11, 2020, 3:54 PM IST

ଭୁବନେଶ୍ବର: ୟୁନିଟ ୧ ହାଟର ଉଭୟ ରିଟେଲ ଓ ହୋଲ ସେଲ ବ୍ୟବସାୟ ବନ୍ଦ। ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ମଦର୍ସ ପବ୍ଲିକ ସ୍କୁଲରେ NEET ଏଣ୍ଟ୍ରାନ୍ସ ସେଣ୍ଟର ହୋଇଥିବାରୁ ବିଏମସି ପକ୍ଷରୁ ହାଟକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ୟୁନିଟ ୧ ହାଟ ମହାସଂଘକୁ ନୋଟିସ କରାଯାଇଛି। ହାଟରେ ବହୁତ ଭିଡ ଜମୁଥିବାରୁ କୋରୋନା ସଂକ୍ରମଣ କୁ ଏଡ଼ାଇବା ପାଇଁ ଶୁକ୍ରବାର ବିଏମସି ପକ୍ଷରୁ ଗୋଟିଏ ଦିନ ପାଇଁ ହାଟକୁ ବନ୍ଦ କରିବା ପାଇଁ ଚିଠି କରାଯାଇଛି।

ସେପ୍ଟେମ୍ବର ୧୩ ରେ ୟୁନିଟ ୧ ହାଟ ବନ୍ଦ
ସେପ୍ଟେମ୍ବର ୧୩ ରେ ୟୁନିଟ ୧ ହାଟ ବନ୍ଦ
ତେବେ ସେପ୍ଟେମ୍ବର ୧୩ ତାରିଖରେ ଭୁବନେଶ୍ୱରରେ ୩୧ ଟି ସେଣ୍ଟରରେ ପାଖାପାଖି ୧୫,୦୦୦ ପରୀକ୍ଷାର୍ଥୀ neet ପରୀକ୍ଷା ଦେବେ। ବିଏମସି ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ୫ଟି ଇଞ୍ଜିନିୟରିଂ କଲେଜ ରେ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି।ପରୀକ୍ଷା ସେଣ୍ଟର ଗୁଡିକୁ ସାନିଟାଇଜ ମଧ୍ୟ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.