ETV Bharat / city

ବିଏମସିର ପ୍ରଥମ କାଉନସିଲ୍‌ ବୈଠକ ଆରମ୍ଭ - ବିଏମସିର ପ୍ରଥମ କାଉନସିଲ ବୈଠକ

ଅଢେଇ ବର୍ଷ ପରେ ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ କାଉନସିଲ ବୈଠକ ଆରମ୍ଭ । ଅଧିକ ପଢନ୍ତୁ

ବିଏମସିର ପ୍ରଥମ କାଉନସିଲ ବୈଠକ ଆରମ୍ଭ
ବିଏମସିର ପ୍ରଥମ କାଉନସିଲ ବୈଠକ ଆରମ୍ଭ
author img

By

Published : Jun 10, 2022, 1:00 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ କାଉନସିଲ ବୈଠକ ଆରମ୍ଭ ହୋଇଛି । ଦୀର୍ଘ ଅଢେଇ ବର୍ଷ ପରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ନବ ନିର୍ବାଚିତ ୬୭ କର୍ପୋରେଟର ଓ ୩ ବିଧାୟକ ଉପସ୍ଥିତ ଅଛନ୍ତି । ତେବେ ଏଥର ୪୮ଟି ବିଜେଡି ଓ ସ୍ବାଧୀନ ୯ ଓ ୧୦ ଜଣ ବିଜେପି କର୍ପୋରେଟର ଯୋଗ ଦେଇଛନ୍ତି । ଶାସକ ଓ ବିରୋଧୀଙ୍କ ଭିତରେ ଆଲୋଚନା ଓ କଥା କଟାକଟି ମଧ୍ୟ ଜୋରଦାର ହେବ ।

ବିଏମସିର ପ୍ରଥମ କାଉନସିଲ ବୈଠକ ଆରମ୍ଭ

ତେବେ ଭୁବନେଶ୍ବର ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଉପରେ ଲୋକଙ୍କର ଭରସା ରହିଥିବାରୁ ଏଥର ଡ୍ରେନେଜ, ଜଳବନ୍ଦୀ ସମସ୍ୟା, ହିତାଧିକାରୀଙ୍କ ଭତ୍ତା ଅନିୟମିତତା ସହରର ପରିମଳ ବ୍ୟବସ୍ଥା, ବାଓ ମାଇନିଙ୍ଗ ପ୍ରକଳ୍ପ, ଡାଟା ଏଣ୍ଟ୍ରି ପୁନଃ ଥଇଥାନ ସହ ମୁଖ୍ୟ ପ୍ରସଙ୍ଗ ସାଜିପାରେ ଡେଙ୍ଗୁ । ଡେଙ୍ଗୁର ସଚେତନତା ଓ ନିରାକରଣ ଦିଗରେ ବିଶେଷ ଭାବେ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.