ETV Bharat / city

ଯୁବ କଂଗ୍ରେସ ସଭାପତି ନେଇ ଚାଲିଛି ଛକାପଞ୍ଝା

କିଏ ହେବେ ଓଡିଶା ଯୁବ କଂଗ୍ରେସ ସଭାପତି? କାହାକୁ ବାଛିବେ ପିସିସି ସଭାପତି। ଏହି ପଦ ପାଇଁ ଅନେକ ଆଶାୟୀ ରହିଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ପାଇଁ ମତାମତ ନିଆଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯୁବ କଂଗ୍ରେସ ସଭାପତି ନେଇ ଚାଲିଛି ଘଣ୍ଟାଚକଟା
ଯୁବ କଂଗ୍ରେସ ସଭାପତି ନେଇ ଚାଲିଛି ଘଣ୍ଟାଚକଟା
author img

By

Published : Jan 12, 2020, 6:26 PM IST

ଭୁବନେଶ୍ବର: କିଏ ହେବେ ଓଡିଶା ଯୁବ କଂଗ୍ରେସ ସଭାପତି? କାହାକୁ ବାଛିବେ ପିସିସି ସଭାପତି। ଏହି ପଦ ପାଇଁ ଅନେକ ଆଶାୟୀ ରହିଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ପାଇଁ ମତାମତ ନିଆଯାଇଛି। ଏଥିସହିତ ନିର୍ବାଚନ ନା ଚୟନ ପଦ୍ଧତିରେ ନାମ ଘୋଷଣା କରାଯିବ ସେନେଇ ମତ ନିଆଯାଇଛି।

ଯୁବ କଂଗ୍ରେସ ସଭାପତି ନେଇ ଚାଲିଛି ଘଣ୍ଟାଚକଟା

ଦୌଡ଼ରେ ରହିଛନ୍ତି ରାଜୀବ ପଟ୍ଟନାୟକ, ମନୋଜ ବିଶ୍ବାଳ, ନିରଞ୍ଜନ ନାୟକ, ଅଭିଷେକ ମାଣିଆ, ଲୋକନାଥ ମହାରଥୀ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବେ ନେତା। କମିଟି ଏମାନଙ୍କ ନାମ ସୁପାରିଶ କରିଛି। ପିସିସି ସଭାପତି ଓ ଇଣ୍ଡିଆନ ୟୁଥ କଂଗ୍ରେସ ସଭାପତିଙ୍କ ନିକଟକୁ ତାଲିକା ପଠାଯିବ। ଏହାପରେ ମାସକ ମଧ୍ୟରେ ନାମ ଘୋଷଣା କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କିଏ ହେବେ ଓଡିଶା ଯୁବ କଂଗ୍ରେସ ସଭାପତି। କାହାକୁ ବାଛିବେ ପିସିସି ସଭାପତି। ଏହି ପଦ ପାଇଁ ଅନର୍କ ଆଶାୟୀ ରହିଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ପାଇଁ ମତାମତ ନିଆଯାଇଛି। ଏଥିସହିତ ନିର୍ବାଚନ ନା ଚୟନ ପଦ୍ଧତିରେ ନାମ ଘୋଷଣା କରାଯିବ ସେନେଇ ମତ ନିଆଯାଇଛି। ଦୌଡ଼ରେ ରହିଛନ୍ତି ରାଜୀବ ପଟ୍ଟନାୟକ, ମନୋଜ ବିଶ୍ୱାଳ, ନିରଂଜନ ନାୟକ, ଅଭିଷେକ ମାଣିଆ, ଲୋକନାଥ ମହାରଥୀ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବେ ନେତା। କମିଟି ଏମାନଙ୍କ ନାମ ସୁପାରିଶ କରିଛି। ପିସିସି ସଭାପତି ଓ ଇଣ୍ଡିଆନ ୟୁଥ କଂଗ୍ରେସ ସଭାପତି ଙ୍କ ନିକଟକୁ ତାଲିକା ପଠାଯିବ। ମାସକ ମଧ୍ୟରେ ନାମ ଘୋଷଣା କରାଯିବ।

Body:ବାଇଟ ରାଜୀବ ପଟ୍ଟନାୟକ, ଯୁବ କଂଗ୍ରେସ ନେତା
ବାଇଟ ଅଭିଷେକ ମାଣିଆ, ଯୁବ କଂଗ୍ରେସ ନେତା
ବାଇଟ ନିରଞ୍ଜନ ନାୟକ, ଯୁବ କଂଗ୍ରେସ ନେର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.