ETV Bharat / city

OAS ରେଜଲ୍ଟ; 161 ରାଙ୍କରେ ଦିବ୍ୟାଙ୍ଗ ତପସ୍ବିନୀ - ଦୃଷ୍ଟିବାଧିତ ଝିଅ ତପସ୍ବିନୀ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ 161 ରାଙ୍କରେ ରାଜଧାନୀର ଦିବ୍ୟାଙ୍ଗ ଝିଅ ତପସ୍ବିନୀ ଦାସ । ଅଧିକ ଖବର ଜାଣନ୍ତୁ...

OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ
OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ
author img

By

Published : Jan 7, 2020, 8:07 PM IST

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ 161 ରାଙ୍କରେ ରାଜଧାନୀର ଦିବ୍ୟାଙ୍ଗ ଝିଅ ତପସ୍ବିନୀ ଦାସ । 7 ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିବା ତପସ୍ବିନୀ ବେଶ ସଂଘର୍ଷ କରିଛନ୍ତି ।

ତେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ସଂଘର୍ଷ ପରେ ସଫଳତାର କାହାଣୀ ବିଷୟରେ...

OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶା ସିଭିଲ ସାର୍ଭିସ ପରୀକ୍ଷା ରେ 161 ରେଙ୍କ ରଖିଲେରାଜଧାନୀ ର ଦୃଷ୍ଟି ବାଧିତ ଝିଅ ତପସ୍ୱୀନି ଦାସ ,

ଓଡ଼ିଶା ରାଜଧାନୀ ର ଦୃଷ୍ଟି ବାଧିତ ଝିଅ ତପସ୍ୱୀନି ଦାସ ରେ ଓଡ଼ିଶା ସିଭିଲ ସାର୍ଭିସ ପରୀକ୍ଷା ରେ 161 ରେଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି। 7 ବର୍ଷ ସମୟ ରେ ନିଜର ଦୃଷ୍ଟି ଶକ୍ତିହରାଇଥିବା ବେଳେ ବେଶ ସଙ୍ଘର୍ଷ କରି ଥିବା କଥା କହିଛନ୍ତି। ଆଜି ଇ ଟିଭି ଭାରତ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର କରି ନିଜର ସଙ୍ଘର୍ଷ ର କାହାଣୀ ବଖାଣିଛନ୍ତି।

Body:ଓଡ଼ିଶା ରାଜଧାନୀ ର ଦୃଷ୍ଟି ବାଧିତ ଝିଅ ତପସ୍ୱୀନି ଦାସ ରେ ଓଡ଼ିଶା ସିଭିଲ ସାର୍ଭିସ ପରୀକ୍ଷା ରେ 161 ରେଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି। 7 ବର୍ଷ ସମୟ ରେ ନିଜର ଦୃଷ୍ଟି ଶକ୍ତିହରାଇଥିବା ବେଳେ ବେଶ ସଙ୍ଘର୍ଷ କରି ଥିବା କଥା କହିଛନ୍ତି। ଆଜି ଇ ଟିଭି ଭାରତ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର କରି ନିଜର ସଙ୍ଘର୍ଷ ର କାହାଣୀ ବଖାଣିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.