ETV Bharat / city

‘ବିଜେପିର 75 ହଜାର ଭୋଟ ସରକାରଙ୍କ ପ୍ରତି ଜନଆକ୍ରୋଶ ଦର୍ଶାଉଛି’ - ପିପିଲିରେ ବିଜେପିର ୭୫ ହଜାର ଭୋଟ ସରକାରଙ୍କ ପ୍ରତି ଜନ ଆକ୍ରୋଶ

ପିପିଲି ଉପନିର୍ବାଚନ ଫଳାଫଳରେ ବିଜେପି ଖାତାକୁ ଯାଇଥିବା 75 ହଜାର ଭୋଟ ସରକାରଙ୍କ ପ୍ରତି ଥିବା ଜନ ଆକ୍ରୋଶକୁ ଦର୍ଶାଉଛି ବୋଲି ବିଜେପି ନେତା ଠାକୁର ରଣଞ୍ଜିତ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅଧିକ ପଢନ୍ତୁ...

ବିଜେପିର ୭୫ ହଜାର ଭୋଟ ସରକାରଙ୍କ ପ୍ରତି ଜନ ଆକ୍ରୋଶ ଦର୍ଶାଉଛି: ବିଜେପି

author img

By

Published : Oct 3, 2021, 10:34 PM IST

Updated : Oct 4, 2021, 9:38 AM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଫଳାଫଳ ନେଇ ବିଜେପି ଖାତାକୁ ଯାଇଥିବା ଭୋଟ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ସରକାରଙ୍କ ଏତେବର୍ଷ ଶାସନ ସତ୍ତ୍ବେ ବିଜେପି ସପକ୍ଷରେ 75 ହଜାର ଭୋଟ ଏହା ଦର୍ଶାଉଛି ସରକାରଙ୍କ ପ୍ରତି ଥିବା ଜନ ଆକ୍ରୋଶ। ଏହା ବେବିନାର ସ୍ବର, ଏହା ସେଇ ଚାଳଘରର ଥିବା ଲୋକର ସ୍ବର, ଯିଏ ମୋଦି ସରକାରଙ୍କ ଯୋଜନାରୁ ବଞ୍ଚିତ ।

ବିଜେପିର ୭୫ ହଜାର ଭୋଟ ସରକାରଙ୍କ ପ୍ରତି ଜନ ଆକ୍ରୋଶ ଦର୍ଶାଉଛି: ବିଜେପି

ଏହା ସେହି ରାସ୍ତାଘାଟ ନାଁରେ କେଳେଙ୍କାରୀ କରିଥିବା ନେତାଙ୍କ ବିରୋଧରେ ସ୍ବର, ଏହା କତା କ୍ଲଷ୍ଟର ଓ ଚାନ୍ଦୁଆ ବ୍ୟବସାୟର ଠପର ସ୍ବର। ଯେଉଁମାନେ ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ଯବାଦ ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆମର ତୃଟି ସୁଧାର କରି ଆହୁରି ସରକାର ବିରୋଧରେ ସ୍ବର ଶାଣିତ କରିବୁ ବୋଲି ବିଜେପି ନେତା ଠାକୁର ରଣଞ୍ଜିତ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 4, 2021, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.