ETV Bharat / city

ନାରୀ ନିର୍ଯାତନା କମୁ, ପିଲା ଚୋରି ବନ୍ଦ ହେଉ: ବିଜେପି ସଭାପତି - New Year 2021

ନୂଆବର୍ଷରେ ବିଜେପି ରାଜ୍ୟ ସଭାପତିଙ୍କ ବାର୍ତ୍ତା । ନାରୀ ନିର୍ଯାତନା କମୁ, ପିଲା ଚୋରି ବନ୍ଦ ହେଉ । ଅଧିକ ପଢନ୍ତୁ...

ବିଜେପି ସଭାପତି
ବିଜେପି ସଭାପତି
author img

By

Published : Jan 1, 2021, 11:06 AM IST

ଭୁବନେଶ୍ବର: କୋରୋନା କଟକଣାରେ ଚାରିଆଡେ ପାଳନ ହେଉଛି ନୂଆବର୍ଷ । ଏହି ଉପଲକ୍ଷେ ନୂଆବର୍ଷରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଲିଙ୍ଗରାଜ ମନ୍ଦିର ଗସ୍ତ କରିବା ସହ ଲିଙ୍ଗରାଜଙ୍କୁ ଦୀପଦାନ କରିଛନ୍ତି ।

ବିଜେପି ସଭାପତି

ତେବେ 2020 ଏକ ବିଷମ ପରିସ୍ଥିତି ଦେଇ ଗତି କରିଛି । ନବବର୍ଷ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ଏହି ଅବସରରେ ସେ କହିଛନ୍ତି । ଏହାସହ ରାଜ୍ୟର ମାତୃଶକ୍ତି ସୁରକ୍ଷିତ ରହୁ । ପିଲା ଚୋରି ବନ୍ଦ ହେଉ ଏବଂ ନାରୀ ନିର୍ଯାତନା ବନ୍ଦ ହେଉ ବୋଲି ସେ କହିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟିକୁ ଯେଉଁ ଭୂମିକା ଓଡିଶାବାସୀ ଦେଇଛନ୍ତି ସେଥିପ୍ରତି ଦଳ ସଚେତନ ଅଛି । ଆଗାମୀ ଦିନରେ ସେହି ଦାୟିତ୍ଵ ସଠିକ ଭାବରେ ତୁଲାଇବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.