ETV Bharat / city

ସେବା-ସମର୍ପଣ ଅଭିଯାନ: ବିଜେପିର ଚାରାରୋପଣ କାର୍ଯ୍ୟକ୍ରମ

author img

By

Published : Sep 18, 2021, 8:44 PM IST

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଦଳ ପାଳୁଛି ସେବା ଦିବସ । ଏହି କ୍ରମରେ ବିଜେପିର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

PM BIRTHDAY: ବିଜେପିର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିବସ ଅବସରରେ ବିଜେପି ପାଳୁଛି ସେବା ଦିବସ । ଏହି କ୍ରମରେ ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜି(ଶନିବାର) ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ସମୀର ମହାନ୍ତି ଚାରା ରୋପଣ କରିଛନ୍ତି ।

ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ଯାଏଁ ସେବା ଏବଂ ସମର୍ପଣ ଅଭିଯାନ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ଆଜି ଚାରା ରୋପଣ କରାଯାଇଥିଲା । ରାଜ୍ୟ ସଭାପତି ନିଜେ ଗଛ ଲଗାଇଥିଲେ । ସେବା ଓ ସମର୍ପଣରେ ସବୁଦିନ କିଛି କିଛି ନୂତନ କାର୍ଯ୍ୟକ୍ରମ କରାଯିବ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ଓ ଜିଲ୍ଲାର ସମସ୍ତ କାର୍ଯ୍ୟକାର୍ତ୍ତାଙ୍କ ଗହଣରେ ପାଳିତ ହୋଇଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.