ETV Bharat / city

କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା। ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅଧିକ ପଢନ୍ତୁ...

କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ
କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ
author img

By

Published : Jan 15, 2020, 1:55 PM IST

Updated : Jan 15, 2020, 2:10 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ।ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି (ଗୁରୁବାର)ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସଭାପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ଅପରାହ୍ନ ୩ଟା ସମୟରେ ନାମାଙ୍କନ ପତ୍ର ଦାଖଲ କରିବେ।

ନିର୍ବାଚନ ପାଇଁ ଗୁରୁବାର ଅପରାହ୍ନ ୪.୩୦ରୁ ୫.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । ଆବଶ୍ୟକ ପଡିଲେ 17 ତାରିଖରେ ସଭାପତି ପାଇଁ ନିର୍ବାଚନ ହେବ ଓ ଅପରାହ୍ନ ୧ଟାରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

କାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଏହି ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ରର ବରିଷ୍ଠ ବିଜେପି ନେତା ଯୋଗଦେବେ। ନରେନ୍ଦ୍ର ସିଂ ତୋମାର, ରାଜୀବ ପ୍ରତାପ ରୁଡ଼ି, ଅରୁଣ ସିଂ, ସୌଦନ ସିଂ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଦଳର ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଏନେଇ ରାଜ୍ୟ ନିର୍ବାଚନ ସହ ଅଧିକାରୀ ତଥା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଆସନ୍ତା କାଲି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ଅପରାହ୍ନ 3ଟାରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ସମୟ ୪.୩୦ ରୁ ୫.୩୦ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ବୋଲି ଦଳପକ୍ଷରୁ ସୂଚନା ଦିଆଯାଇଛି ।। ସନ୍ଧ୍ୟା ୫ରୁ ୭ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। 17 ତାରିଖରେ ସଭାପତି ପାଇଁ ନିର୍ବାଚନ ହେବ। ପୂର୍ବାହ୍ନ 10ରେ ଆବଶ୍ୟକ ପଡ଼ିଲେ ନିର୍ବାଚନ ହେବ। ଅପରାହ୍ନ ୧ଟାରେ ଭୋଟ୍ ଗଣତି ହେବ।
.
Body:ଏହି ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ର ର ବରିଷ୍ଠ ବିଜେପି ନେତାମାନେ ଯୋଗଦେବେ ।Conclusion:ଏଥିରେ ନରେନ୍ଦ୍ର ସିଂ ତୋମାର, ରାଜୀବ ପ୍ରତାପ ରୁଡ଼ି, ଅରୁଣ ସିଂ, ସୌଧନ ସିଂ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସମସ୍ତ ସାଂସଦ, ବିଧାୟକ ରହିବେ।
ଏନେଇ ସହକାରୀ ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
Last Updated : Jan 15, 2020, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.