ETV Bharat / city

ବିବାଦୀୟ ବୟାନ ଦେଇ ଫସିଲେ ଇସ୍କନ ଅଧିକାରୀ - ବିଜେପି ଲିଗାଲ ସେଲ

ପୁଣି ତେଜିଲା ଇସ୍କନ ବିବାଦ। ଧର୍ମ ନାଁରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ କରି ବିଜେପି ଲିଗାଲ ସେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 9, 2019, 10:36 PM IST

ଭୁବନେଶ୍ବର: ପୁଣି ତେଜିଲା ଇସ୍କନ ବିବାଦ। ଧର୍ମ ନାଁରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ । ଇସ୍କନର ଜଣେ ଅଧିକାରୀ ଜଗନ୍ନାଥ ମନ୍ଦିର, ଫୁଲ ଓ ତୁଳସୀ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ତାତିଛି ବିଜେପି । ଏହି ବିବାଦୀୟ ବୟାନକୁ ନେଇ ବିଜେପି ଥାନାରେ ଅଭିଯୋଗ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବିଜେପି ଲିଗାଲ ସେଲ କ୍ୟାପିଟାଲ ଥାନାରେ ଏତଲା ଦେବା ସହ ଇସ୍କନର ଅଧିକାରୀ ଅମିତ ଗର୍ଗଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଇସ୍କନ ଅଧିକାରିଙ୍କ ବିବାଦିୟ ବୟାନ,
ବିଜେପି ପକ୍ଷରୁ ଥାନାରେ ଅଭିଯୋଗ
Body:
ପୁଣି ତେଜିଲା ଇସ୍କନ ବିବାଦ।ଧର୍ମ ନାରେ ବିବାଦିୟ ବୟାନ ଅଭିଯୋଗ।ଇସ୍କନ ର ଜଣେ ଅଧିକାରି ଜଗନ୍ନାଥ ମନ୍ଦିର ଓ ଫୁଲ ଓ ତୁଳସି ସମ୍ପର୍କରେ ଦେଇଥିବା ବୟାନକୁ ନେଇ ବିଜେପି କରିଛି ଥାନାରେ ଅଭିଯୋଗ। ଏନେଇ ବିଜେପି ଲିଗାଲ ସେଲ ଥାନାରେ ଏତଲା ଦେବା ସହ ଇସ୍କନର ଅଧିକାରି ଅମିତ ଗର୍ଗଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।Conclusion:ବାଇଟ-ଜୟନ୍ତ ଜେନା,ଲିଗାଲ ସେଲ ବିଜେପି କନଭେନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.