ETV Bharat / city

‘ଫନି’ ପକ୍କା ଘର ଅନିୟମିତତା: ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ବିରୋଧିଙ୍କ ସମାଲୋଚନା - ଫନି ପକ୍କା ଘର ଦୁର୍ନୀତି ଘଟଣା

ଫନି ପକ୍କା ଘର ଦୁର୍ନୀତି ଘଟଣାରେ ପୁରୀ ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ କହିବା ପରେ ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 11, 2019, 2:50 AM IST

ଭୁବନେଶ୍ବର: ‘ଫନି’ ପକ୍କା ଘର ଦୁର୍ନୀତି ନେଇ ବଢୁଛି ଅସନ୍ତୋଷ । ସେପଟେ ପୁରୀ ଜିଲ୍ଲାର ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ କହିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ଏହି ତାଲିକାରେ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଥିବା କଥା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ତେବେ ଏହି ତାଲିକାକୁ ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ କରାଯିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

‘ଫନି’ ପକ୍କା ଘର ଅନିୟମିତତା: ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ବିରୋଧିଙ୍କ ସମାଲୋଚନା

‘ଫନି’ରେ ଯୋଗ୍ୟ ହିତାଧିକାରୀ କିଏ ତାହା ଚିହ୍ନଟ ହୋଇପାରିନାହିଁ । ଏହି ତାଲିକାରେ କିଏ ରହିବ କିଏ ନ ରହିବା କଥାକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି । ଅସନ୍ତୋଷ ର ନିଆଁ ଚାପିବାକୁ ଜିଲ୍ଲାପାଳ ଏଭଳି ମନ୍ତବ୍ୟ ରଖିଲେ ନା ବାସ୍ତବରେ ତାକୁ କାର୍ଯ୍ୟକାରୀ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିବା କଥା ପୃଥ୍ବୀରାଜ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଦ୍ବାରା ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ ତାଲିକା କରାଯିବ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଫନି ପକା ଘର ଦୁର୍ନୀତି ନେଇ ବଢୁଛି ଅସନ୍ତୋଷ। ସେପଟେ ସର୍ବାଧିକ କେଳେଙ୍କାରୀ ରହିଥିବା ପୁରୀ ଜିଲ୍ଲାର ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ କହିବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର। କେମିତି ଆଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ। କଣ ରହିବ ମାପଦଣ୍ଡ। ଅସନ୍ତୋଷ ର ନିଆଁ ଚାପିବାକୁ ଜିଲ୍ଲାପାଳ ଏଭଳି ମନ୍ତବ୍ୟ ରଖିଲେ ନା ବାସ୍ତବରେ ତାକୁ କାର୍ଯ୍ୟକାରୀ କରିବେ ତାକୁ ନେଇ ପ୍ରଶ୍ନ। ପ୍ରଥମତଃ ଯେତେବେଳେ ଯାଂଚ କରାଗଲା ସେତେବେଳେ କାହିଁକି କୋହଳ ହେଲା ଜିଲ୍ଲା ପ୍ରଶାସନ। ପ୍ରଥମରୁ କୋହଳ ନୀତି ଅବଲମ୍ବନ କରିବାର ଉଦ୍ଦେଶ୍ୟ କଣ ରାଜନୈତିକ ନେତାଙ୍କ ଆଦେଶକୁ ପାଳନ କରିବା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି। ପୁରୀ ଜିଲ୍ଲାର ସବୁ ବ୍ଲକରେ ଏଭଳି ଅନିୟମିତତା ହୋଇଥିଲେ ହେଁ କିଛି ବ୍ଲକରେ ଧରପଗଡ଼ କରି କେବଳ ନାଁ କୁ ମାତ୍ର ଯାଂଚ କରାଯାଉଛି। ଏହାକୁ ନେଇ ବିରୋଧୀ ଜିଲ୍ଲାପାଳଙ୍କୁ ଘେରିଛନ୍ତି। ଆଉ ବିଜେଡ଼ି କହିଛି ଜିଲ୍ଲାପାଳ କହିଛନ୍ତି ମନେ ହେବ।

Body:ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା
ବାଇଟ ସସ୍ମିତ ପାତ୍ର, ବିଜେଡ଼ି ମୁଖପାତ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.