ETV Bharat / city

ଉଷୁନା ଚାଉଳ ପ୍ରସଙ୍ଗ: ଆସନ୍ତାକାଲି FCI ଆଗରେ ଗଣଧାରଣା ଦେବ ବିଜେଡି - ଉଷୁନା ଚାଉଳ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ଆସନ୍ତାକାଲି ଉଷୁନା ଚାଉଳ ନ କିଣିବା ପ୍ରସଙ୍ଗରେ ବିଜେଡି ପକ୍ଷରୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ କରାଯିବ । ଆଜି ଏନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛି । ଅଧିକ ପଢନ୍ତୁ

bjd press meet on boiled rice
ଉଷୁନା ଚାଉଳ ପ୍ରସଙ୍ଗ: ଆସନ୍ତାକାଲି FCI ଆଗରେ ଗଣଧାରଣ ଦେବ ବିଜେଡି
author img

By

Published : Feb 7, 2022, 9:32 PM IST

ଭୁବନେଶ୍ବର: ଆସନ୍ତାକାଲି ଉଷୁନା ଚାଉଳ ନ କିଣିବା ପ୍ରସଙ୍ଗରେ ବିଜେଡି ପକ୍ଷରୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ କରାଯିବ । ଆଜି ଏନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛି । କେନ୍ଦ୍ର ସରକାରଙ୍କ ଏହି ନୀତିକୁ ବିରୋଧ କରିଛି ବିଜେଡି ।

ତେବେ କେନ୍ଦ୍ର ସରକାର ଆମକୁ ପ୍ରତିଶୃତି ଦେଇଥିଲେ ୨ ମେଟ୍ରିକ୍ ଟନ ଅରୁଆ ଓ ୫ ମେଟ୍ରିକ୍ ଟନ ଉଷୁନା ଚାଉଳ କିଣିବେ ବୋଲି ମାତ୍ର ଏହା ନକରି ଆମ ସହ ଖେଳୁଛନ୍ତି ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ଏବେ ୨୨ ମେଟ୍ରିକ ଟନ ଉଷୁନା ଓ ଅରୁଆ ଚାଉଳ ରହିଛି । ସେହିପରି ବଳକା ଥିବା ଚାଉଳକୁ ସଂଘୀୟ ବ୍ୟବସ୍ଥା ଅନୁସାରେ ଏହାକୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ମାଧ୍ୟମରେ କେନ୍ଦ୍ର ସରକାର କିଣିବା କଥା ।

ଉଷୁନା ଚାଉଳ ପ୍ରସଙ୍ଗ: ଆସନ୍ତାକାଲି FCI ଆଗରେ ଗଣଧାରଣ ଦେବ ବିଜେଡି

ମାତ୍ର କେନ୍ଦ୍ର ସରକାର ଚାଉଳ କିଣିବା ପରିବର୍ତ୍ତେ ଏହାକୁ ପ୍ରତ୍ୟାଖାନ କରିଛିନ୍ତି । ଯଦି କେନ୍ଦ୍ର ସରକାର ଏହି ନୀତିକୁ ଆମେ ବିରୋଧ କରିବା ସହ ଆସନ୍ତାକାଲି ଦିନ ୧୦ଟା ୩୦ରେ ଭୁବନେଶ୍ବର ସ୍ଥିତ FCI ଆଗରେ ଗଣଧାରଣା ଦେବୁ ବୋଲି ବିଜେଡି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.