ETV Bharat / city

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ବୈଠକ - ବିଜେଡି ରାଜ୍ୟ ପର୍ଯ୍ୟବେକ୍ଷକ ବୈଠକ

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ବୈଠକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 27, 2019, 6:52 PM IST

ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ବୈଠକ । ପଦଯାତ୍ରା, ଦଳର ସଭ୍ୟ ସଂଗ୍ରହ ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ବୈଠକକୁ ନେଇ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା । ଉପସଭାପତି ଦେବୀପ୍ରସାଦ ମିଶ୍ର ରାଜ୍ୟର ବିକାଶ, ମୋ ସରକାର, ୫-T ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ବିଜେଡି ପର୍ଯ୍ୟବେକ୍ଷକ ବୈଠକ, ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା

ବୈଠକ ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ପଦଯାତ୍ରା ସମୟ ଅବଧି ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିଙ୍କୁ ଅନୁରୋଧ କରାଯାଇଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ଅକ୍ଟୋବର ୨ରୁ ୧୧ ତାରିଖ ଯାଏ ହେବ ପଦଯାତ୍ରା । ମାତ୍ର ବର୍ଷା ଓ ପୂଜା ଛୁଟିକୁ ଦେଖି ସମୟ ସୀମା ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଛି । ଏଥିସହ ବୈଠକରେ ମୁଖ୍ୟମନ୍ତ୍ରୀ ବି 5 ଟି ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ସମୀକ୍ଷା କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ରାଜ୍ୟ ବିଜେଡି କାର୍ଯ୍ୟ ଳୟରେ ବୈଠକ ।ସାଙ୍ଘଟନିକ ନେଇଆଲୋଚନାସହ ମେମ୍ବର ସିପ୍ ଡ୍ରାଇଭ ସହ ପଦଯାତ୍ରା ନେଇ ଆଲୋଚନା ।ଏଥର କଣ ଷ୍ଟାଟେଜିରହିବ ।ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଜିଲା ବିଜେଡି ସଭାପତି ମାନେ ଯୋଗଦେଇଛନ୍ତି ।ସଭ୍ୟ ସଂଗ୍ରହ କିଭଳି ଜିଲ୍ଲା ସ୍ତରରେ ଚାଲିଛି ସେନେଇ ଆଲୋଚନା ହେବ ।
Body:ବିଜେଡି ବୈଠକ ପରେ ଉପ ସଭାପତି ଦେବୀପ୍ରସାଦ ମିଶ୍ର ଙ୍କ ପ୍ରତିକ୍ରିୟା। ପଦଯାତ୍ରା ଏବଂ ଦଳର ସଭ୍ୟ ସଂଗ୍ରହ ଉପରେ ଆଲୋଚନା ହୋଇଛି। ପଦଯାତ୍ରା ସମୟରେ ରାଜ୍ୟର ବିକାଶ,ମୋ ସରକାର, 5 ଟି ଆଦି ସମ୍ପର୍କରେ ଲୋକଙ୍କୁ ଅଵଗତ କରିବା ନିଷ୍ପତି ହୋଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା। Conclusion:ପଦଯାତ୍ରା ର ସମୟର ଅବଧି କୁ ବଢ଼ାଇବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିଙ୍କୁ ଅନୁରୋଧ କରିଛନ୍ତି।
ବର୍ଷା ଓ ପୂଜା ଛୁଟିକୁ ଦେଖି ବଢିପାରେ ପଦଯାତ୍ରା ସମୟସୀମା। ଅକ୍ଟୋବର ୨ ରୁ ୧୧ ଯାଏ ହୁଏ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ବି ନିଜେ 5 ଟି ଜିଲ୍ଲାରେ ସଭ୍ୟସଂଗ୍ରହ ଅଭିଯାନ ଉପରେ ସମୀକ୍ଷା କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.