ETV Bharat / city

କୋଭିଡ ନିୟମ ଉଲ୍ଲଙ୍ଘନ ପ୍ରସଙ୍ଗ: ଉମାଙ୍କୁ କ୍ଲିନ ଚିଟ୍ ଦେଲେ ରାଜଶ୍ରୀ - Rajshree gave a clean chit to Uma

ନେତାଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଉପରେ ଜଗତସିଂହପୁର ବିଜେଡି ସାସଂଦ ରାଜଶ୍ରୀ ମଲ୍ଲିକଙ୍କ ବିତଣ୍ଡା ଯୁକ୍ତି । ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତ ରାୟ କିଛି ବି ନିୟମ ଭଙ୍ଗ କରି ନାହାନ୍ତି ବୋଲି ସେ କହିଛନ୍ତି ।

କୋଭିଡ ନିୟମ ଉଲଙ୍ଘନ ପ୍ରସଙ୍ଗ:  ଉମାଙ୍କୁ କ୍ଲିନ ଚିଟ୍ ଦେଲେ ରାଜଶ୍ରୀ

author img

By

Published : Oct 12, 2020, 4:23 PM IST

Updated : Oct 12, 2020, 4:30 PM IST

ଭୁବନେଶ୍ବର: ମନ୍ତ୍ରୀ ଓ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଙ୍ଘନ ଉପରେ ଜଗତସିଂହପୁର ବିଜେଡି ସାସଂଦଙ୍କ ବିତଣ୍ଡା ଯୁକ୍ତି । ଅପରାଜିତାଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଜବ ଯୁକ୍ତି ବାଢ଼ିଲେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ । ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତ ରାୟ କିଛି ବି ନିୟମ ଭଙ୍ଗ କରି ନାହାନ୍ତି ବୋଲି ସେ କହିଛନ୍ତି ।

କୋଭିଡ ନିୟମ ଉଲଙ୍ଘନ ପ୍ରସଙ୍ଗ: ଉମାଙ୍କୁ କ୍ଲିନ ଚିଟ୍ ଦେଲେ ରାଜଶ୍ରୀ

ନିକଟରେ ବିଜେଡି ବିଧାୟକ ଉମା ସାମନ୍ତାରାୟ କୋଭିଡ ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଯାହାକୁ ନେଇ ନାନା ବାଦ ବିବାଦ ଦେଖା ଦେବା ପରେ ସେ କ୍ଷମା ପ୍ରାଥର୍ନା ମଧ୍ୟ କରିଥିଲେ । ହେଲେ ସାଂସଦ ରାଜଶ୍ରୀ ତାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି । ତେବେ ଏ ପ୍ରସଙ୍ଗରେ ସାଂସଦ ରାଜଶ୍ରୀ ମଲ୍ଲିକ କହିଛନ୍ତି ଆମ ଦଳର ନେତା କୌଣସି ଭୁଲ କରି ନାହାଁନ୍ତି । ଏପରିକି ଅପରାଜିତାଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଚାଲୁଣି କହୁଛି ଛୁଞ୍ଚି କି....।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 12, 2020, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.