ETV Bharat / city

‘କେନ୍ଦ୍ର ଓଡ଼ିଶାର ସହଯୋଗ ଲୋଡୁଛି, ଧର୍ମେନ୍ଦ୍ରଙ୍କ ଦବଦବା କମୁଛି’

ଗୋଟେପଟେ ରାଜ୍ୟ କେନ୍ଦ୍ରର ସମ୍ପର୍କ ନିବିଡ଼ ହେଉଥିବାବେଳେ ବିଜେଡି ସାଂସଦ ମହେଶ ସାହୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରିଛନ୍ତି । ଅଧିକ ପଢନ୍ତୁ..

dharmendra-pradhan
dharmendra-pradhan
author img

By

Published : May 28, 2020, 11:33 AM IST

ଭୁବନେଶ୍ବର: କେନ୍ଦ୍ର ସରକାର ଓଡ଼ିଶାର ସହଯୋଗ ଲୋଡୁଛନ୍ତି। ଆଉ ଆବଶ୍ୟକ ମୁତାବକ ଓଡିଶା ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୋଗସୂତ୍ର ଭଲ ରହିଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା କମିଛି ବୋଲି କହିଛନ୍ତି ବିଜେଡ଼ି ସାଂସଦ ମହେଶ ସାହୁ ।

‘କେନ୍ଦ୍ର ଓଡ଼ିଶାର ସହଯୋଗ ଲୋଡୁଛି, ଧର୍ମେନ୍ଦ୍ରଙ୍କ ଦବଦବା କମୁଛି’

ପାହାଡ଼କୁ ଟେକା ଫିଙ୍ଗିବା ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସେୟା ସେଥିପାଇଁ ଧର୍ମେନ୍ଦ୍ରଙ୍କ ଅବସ୍ଥା ଆଜି ଏପରି ବୋଲି କହିଛନ୍ତି ବିଜେଡି ସାଂସଦ ମହେଶ ସାହୁ। ଦୀର୍ଘ ଦିନ ଧରି ବିଜେପି ସହିତ ରହି ସଙ୍ଘ ପରିବାରର ଜଣେ ସକ୍ରିୟ ସଭ୍ୟ ଥିବା ମହେଶଙ୍କ ମୁହଁରୁ ଏହି କଥା ଇଙ୍ଗିତ କରୁଛି କି କେନ୍ଦ୍ର ରାଜ୍ୟ ସମ୍ପର୍କ ନିବିଡ଼ ହୋଇଛି। ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି କମିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.