ଭୁବନେଶ୍ୱର: ଆରମ୍ଭ ହୋଇଛି ପୌର ବ୍ୟାଟେଲ । ଚାଲିଛି ନାମାଙ୍କନ ପ୍ରକ୍ରିୟା । ହେଲେ ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରାର୍ଥୀ ଚୟନ ବିଜେଡି ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନ ଫଳାଫଳ ଆଶାୟୀଙ୍କୁ ବିଜେଡି ମୁହାଁ କରିଛି । ଯଦି ସମୀକରଣ ଓ ସମନ୍ୱୟ ସଠିକ ନରୁହେ, ତେବେ ଦଳ ଲାଗି ସମସ୍ୟା ହେବ । ଫଳରେ ଦଳକୁ ଏବେଠୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଭୟ । ବ୍ରାଣ୍ଡ ବିଜେଡି ବିଜୟର ଟ୍ରମ୍ପକାର୍ଡ ବୋଲି ଆଶାୟୀ ଅନୁଭବ କରୁଛନ୍ତି । ଫଳରେ ଭୁବନେଶ୍ୱରର ୩ ବିଧାୟକ ଓ ବରିଷ୍ଠ ନେତାଙ୍କ ଘର ଆଗରେ ଲାଗୁଛି ଆଶାୟୀଙ୍କ ଭିଡ଼ । ସକାଳୁ ସଞ୍ଜ ନେତାଙ୍କ ଘର ଆଗରେ ଡେରା ପକାଉଛନ୍ତି ଆଶାୟୀ ଏବଂ ତାଙ୍କ ସମ୍ପର୍କୀୟ ।
Municipal Election: ବିଜେଡିକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଭୟ ! - ବିଜେଡିକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଭୟ
ପୌର ନିର୍ବାଚନ ନେଇ ଚାଲିଛି ଅଙ୍କ କଷା । ପ୍ରାର୍ଥୀ ଚୟନ ବିଜେଡି ଲାଗି ଅକଳ ସ୍ଥିତି ସୃଷ୍ଟି କରିଛି । ପ୍ରତ୍ୟେକ ୱାର୍ଡରେ ଏକାଧିକ ଆଶାୟୀଙ୍କ ନାଁ ସାମ୍ନାକୁ ଆସୁଥିବାରୁ ଦଳର ଚିନ୍ତା ବଢିଛି । ଏହା ଦଳର ବରିଷ୍ଠ ନେତାଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଅଧିକ ପଢ଼ନ୍ତୁ