ETV Bharat / city

ତାରାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ - ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

କଂଗ୍ରେସ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ପୌରପାଳିକା କାର୍ଯ୍ୟାଳୟରେ ପଶି ପୌରପାଳିକାର ଅଧିକାରୀମାନଙ୍କୁ ଧମକ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ତାରାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

author img

By

Published : Mar 16, 2022, 10:56 PM IST

ଭୁବନେଶ୍ବର: କଂଗ୍ରେସ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ପୌରପାଳିକା କାର୍ଯ୍ୟାଳୟରେ ପଶି ପୌରପାଳିକାର ଅଧିକାରୀମାନଙ୍କୁ ଧମକ ଦେଇଛନ୍ତି । ଯଦି ବାହିନୀପତିଙ୍କ ଦାବି ପୂରଣ ନହେଲେ ନହେବ ଦୁଇଦିନ ମଧ୍ୟରେ କାର୍ଯ୍ୟାଳୟ ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି ।

ତାରାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ
ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଭିତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏପରି ହିଂସାତ୍ମକ ଆଚରଣ ତଥା ଧମକ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାପାତ୍ର । ଏହା ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ବୋଲି ଅଭିଯୋଗ କିରିଛି ବିଜେଡି । ତେଣୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିରୁଦ୍ଧରେ କଠୋର ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.