ETV Bharat / city

ବିଜେଡି ଶାସନକୁ 20 ବର୍ଷ, ନବୀନ କହିଲେ ସବୁ ଜଗନ୍ନାଥଙ୍କ ଆଶୀର୍ବାଦ

author img

By

Published : Mar 5, 2020, 11:27 AM IST

Updated : Mar 5, 2020, 7:45 PM IST

ଓଡ଼ିଶାରେ ବିଜେଡି ସରକାର ଗଠନକୁ ପୂରିଛି 20 ବର୍ଷ । ଟ୍ବିଟ କରି ସବୁ ଜଗନ୍ନାଥଙ୍କ ଇଚ୍ଛା କହିଲେ ନବୀନ । ଅଧିକ ପଢ଼ନ୍ତୁ...

BJD completed 20 years in odisha, 20 years of bjd, naveen pattnaik,  people of odisha, bjd, biju janta dal, ବିଜେଡିକୁ 20 ବର୍ଷ ପୂର୍ତ୍ତି, ରାଜ୍ୟବାସୀଙ୍କୁ ନବୀନଙ୍କ ଧନ୍ୟବାଦ, ବିଜେଡି ସରକାର ଗଠନକୁ ଦୁଇ ଦଶନ୍ଧି
ବିଜେଡିକୁ 20 ବର୍ଷ ପୂର୍ତ୍ତି, ନବୀନ କହିଲେ ସବୁ ଜଗନ୍ନାଥଙ୍କ ଆଶୀର୍ବାଦ

ଭୁବନେଶ୍ବର: ବିଜୁ ଜନତା ଦଳର ଓଡ଼ିଶା ଶାସନକୁ 20 ବର୍ଷ । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନକୁ ଦୁଇ ଦଶନ୍ଧି ପୁରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ କୋଟି କୋଟି ଓଡ଼ିଆଙ୍କ ସମର୍ଥନକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁ ହିଁ ସୃଷ୍ଟି ନିୟନ୍ତା, ତାଙ୍କ ଇଚ୍ଛା ବିନା ପତ୍ର ବି ହଲେ ନାହିଁ । ଶ୍ରୀଜିଉଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ସମର୍ଥନରେ ବିଜେଡି 20 ବର୍ଷ ପୂରଣ କରିପାରିଛି । ଦଳର ସଫଳତା ପାଇଁ ଓଡିଶାବାସୀଙ୍କ ନିକଟରେ ଋଣି ବୋଲି କହିଛନ୍ତି ନବୀନ। ଏହି ଧାରାକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 5, 2020, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.