ETV Bharat / city

ପିପିଲି ଉପନିର୍ବାଚନ: ଆସନ୍ତା 30ରେ ନାମାଙ୍କନ ଭରିବେ ରୁଦ୍ର

ଆସନ୍ତା ମାର୍ଚ୍ଚ 30 ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ନାମାଙ୍କନ ଭରିବା ସମୟରେ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ । ଅଧିକ ପଢନ୍ତୁ...

author img

By

Published : Mar 27, 2021, 12:40 PM IST

ରୁଦ୍ର ପ୍ରତାପ ମହାରଥୀ
ରୁଦ୍ର ପ୍ରତାପ ମହାରଥୀ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 30 ତାରିଖରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ନାମାଙ୍କନ ଭରିବା ସମୟରେ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ । ଏନେଇ ବିଭିନ୍ନ କାଗଜପତ୍ର କାମ ଜୋରସୋରରେ ଚାଲିଛି ।

ଏପଟେ ପିପିଲି ଦଖଲ ଲାଗି କସରତ ଆରମ୍ଭ କରିଛି ବିଜେଡି । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କର ଆଜି(ଶନିବାର) ବୈଠକ ବସିଛି । ମନ୍ତ୍ରୀ ସୁଶାନ୍ତ ସିଂ ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଅଛନ୍ତି ତେଣୁ ତାଙ୍କ ସରକାରୀ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।

ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସମେତ ଦଳର ବରିଷ୍ଠ ନେତା ମାନେ ସାମିଲ ଅଛନ୍ତି । ପ୍ରତି ପଂଚାୟତ ପାଇଁ ବିଜେଡି କରିଛି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ଯୁବ ଛାତ୍ର, ମହିଳାଙ୍କ ସହ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ପଞ୍ଚାୟତ ୱାର୍ଡକର୍ମୀମାନେ ଏକାଠି ହୋଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.