ETV Bharat / city

ବିଜେଡି ସଂଖ୍ୟାଲଘୁ ବିଭାଗରେ ନୂଆ ନିଯୁକ୍ତି - ଭୁବନେଶ୍ବର

ବିଜେଡି ଦଳରେ ନୂଆ ନିଯୁକ୍ତି । ଜଗତସିଂହପୁର ଜିଲ୍ଲାର ଅନିସୁର ରେହମାନ ହେଲେ ବିଜେଡି ସଂଖ୍ୟାଲଘୁ ବିଭାଗର ରାଜ୍ୟ ଉପସଭାପତି ।

ଦଳୀୟ ଫଟୋ
author img

By

Published : Apr 25, 2019, 9:40 PM IST

ଭୁବନେଶ୍ବର: ବିଜେଡି ଦଳରେ ନୂଆ ନିଯୁକ୍ତି । ଜଗତସିଂହପୁର ଜିଲ୍ଲାର ଅନିସୁର ରେହମାନ ହେଲେ ବିଜେଡି ସଂଖ୍ୟାଲଘୁ ବିଭାଗର ରାଜ୍ୟ ଉପସଭାପତି । ସେହିଭଳି ଫୁଲବାଣୀର ଏମ.ଡି ୟାସିନ ବୈଗଙ୍କୁ ବିଜେଡି ସଂଖ୍ୟାଲଘୁ ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ତେବେ ଏହି ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ସେହିଭଳି ସାଲେପୁରର ଏସ.କେ ଏମଡି ଇସଲାମ (ସୁନିଲ) ଙ୍କୁ, ଜଟଣୀର ହବିବୁଲ୍ଲା ଖାନ, ଭଦ୍ରକର ଏସ.କେ ଏମଡି ରଫିକଙ୍କୁ ବିଜେଡି ସଂଖ୍ୟାଲଘୁ ବିଭାଗର ରାଜ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାସହ ପଟ୍ଟାମୁଣ୍ଡାଇର ରିଜୱାନା ବେଗମଙ୍କୁ କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ବିଭାଗର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.