ETV Bharat / city

ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା: ଜଣେ ମୃତ - ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା

ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା । ଏଥିରେ ଅନ୍ତର୍ଯ୍ୟାମୀ ଗୁରୁ ନାମକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଶ୍ରମିକ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

biju-patnaik
ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାରେ ଜଣେ ମୃତ
author img

By

Published : Jan 25, 2020, 3:47 AM IST

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦର ପରିସରରେ ନିର୍ମାଣଧୀନ ଛାତ ଭୁଶିଡିବା ଘଟଣା। ଅନେକ ସମୟର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲେ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ସେ ବଡମ୍ବାର ଅନ୍ତର୍ଯ୍ୟାମୀ ଗୁରୁ ବୋଲି ଜଣାପଡିଛି ।

ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାରେ ଜଣେ ମୃତ

ଅନ୍ୟ ଜଣେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ସେ ଢେଙ୍କାନାଳ ଅଞ୍ଚଳ ନବ କିଶୋର ସ୍ବାଇଁ ବୋଲ ସୂଚନା ମିଳିଛି । ତେବେ ଛାତ ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ବିମାନ ବନ୍ଦର ର ନିର୍ମାଣଧୀନ ଛାତ ଭୁଶୁଡିବା ଘଟଣା।ଅନେକ ସମୟର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲେ ଶ୍ରମିକ।Body:ତେବେ ତାଙ୍କ ନାମ ଅନ୍ତର୍ଯ୍ୟାମୀ ଗୁରୁ ଘର ବଡମ୍ବା ବୋଲି ସୂଚନା ରହିଛି।ତେବେ ସୂଚନା ଅନୁସାରେ ତାଙ୍କର ମୃତ୍ୟ ଘଟିଥିବା ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି।ଅନ୍ୟ ଜଣେ ଉଦ୍ଧାର ହୋଇଥିବା ବ୍ୟକ୍ତି ଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।ତାଙ୍କ ନାମ ନବ କିଶୋର ସ୍ବାଇଁ ଓ ଘର ଢେଙ୍କାନାଳ ଅଞ୍ଚଳରେ ବୋଲ ସୂଚନା ମିଳିଛି।Conclusion:ତେବେ ଏଠାରେ ଚାଲିଥିବା କାର୍ଯ୍ୟ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.