ETV Bharat / city

ବିଜେପୁରରେ ଭୋଟଗ୍ରହଣ ଜାରି, ଦିନ 3ଟା ସୁଦ୍ଧା 56.5% ମତଦାନ - ବିଜେପୁରରେ 25.7% ମତଦାନ

ଶାନ୍ତି ଶୃଙ୍ଖଳାର ସହ ଜାରି ରହିଛି ଭୋଟ ଗ୍ରହଣ ପ୍ରକ୍ରିୟା । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ । ଦିନ 3ଟା ସୁଦ୍ଧା 56.5% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 21, 2019, 12:57 PM IST

Updated : Oct 21, 2019, 4:12 PM IST

ଭୁବନେଶ୍ବର: ବିଜେପୁରରେ ଜାରି ରହିଛି ଭୋଟଗ୍ରହଣ । ଦିନ 3ଟା ସୁଦ୍ଧା ହୋଇଛି 56.5% ମତଦାନ । ସାଧାରଣ ନିର୍ବାଚନ ଯେଉଁଭଳି ମତଦାନ ହୋଇଥିଲା ଚଳିତ ଉପ-ନିର୍ବାଚନରେ ମଧ୍ୟ ସାମନ ଭାବରେ ମତଦାନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଦିନ 11ସୁଦ୍ଧା 25.7% ବିଜେପୁରରେ ମତଦାନ

ମକ୍ ପୋଲ ବେଳେ ଗୋଟିଏ ବାଲାଟ ଓ ୭ଟି ଭିଭିପ୍ୟାଡ ମେସିନ ଖରାପ ହୋଇଥିଲା । ତୁରନ୍ତ ଖରାପ ମେସିନକୁ ବଦଳା ଯାଇ ନୂଆ ମେସିନର ବ୍ୟବସ୍ଥା କରାଯାଇଥିଲା ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା କୈ।ଣସି ଅପ୍ରୀତିକର ପରିସ୍ଥିତିର ଖବର ନାହିଁ । ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଲୋହାନୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Oct 21, 2019, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.