ETV Bharat / city

ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ ଆରମ୍ଭ, ରାଜଧାନୀବାସୀଙ୍କ ପୂର୍ଣ୍ଣ ସମର୍ଥନ - ରାଜ୍ୟରେ ଲକଡାଉନ ଆରମ୍ଭ

ଲକଡାଉନ କଟକଣାକୁ ରାଜଧାନୀବାସୀଙ୍କ ସମର୍ଥନ । ସାମାଜିକ ଦୂରତା ନିୟମ ମାନି ଚାଲି ଚାଲି ଆସି ପରିବା କିଣୁଛନ୍ତି ରାଜଧାନୀବାସୀ । ଅଧିକ ପଢନ୍ତୁ....

ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ ଆରମ୍ଭ, ରାଜଧାନୀବାସୀଙ୍କ ପୂର୍ଣ୍ଣ ସମର୍ଥନ

author img

By

Published : May 5, 2021, 4:19 PM IST

ଭୁବନେଶ୍ବର: ଲକଡାଉନକୁ ରାଜଧାନୀବାସୀଙ୍କ ସମର୍ଥନ । ନିୟମ ମାନି ପରିବା କିଣୁଛନ୍ତି ଲୋକେ । ସେହିପରି ଦୋକାନୀମାନେ ମଧ୍ୟ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ ଆରମ୍ଭ, ରାଜଧାନୀବାସୀଙ୍କ ପୂର୍ଣ୍ଣ ସମର୍ଥନ

ତେବେ କୋରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ସକାଳ 6 ରୁ ଦିନ 12 ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଟ ମଧ୍ୟରେ ଥିବା ଦୋକାନଗୁଡିକୁ ନିର୍ଦ୍ଦେଷ୍ଟ ସ୍ଥାନକୁ ଉଠାଇ ଦିଆଯାଇଛି । ଲୋକେ ଚାଲି ଚାଲି 500 ମିଟରେ ମଧ୍ୟରେ ଥିବା ଦୋକାନରୁ ପରିବା କିମ୍ବା ରାସନ ସାମଗ୍ରୀ ନେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

ରାଜଧାନୀବାସୀ ନିୟମକୁ ସମର୍ଥନ କରିବା ସହ କୋରୋନା କଟକଣାକୁ ମାନି ପରିବା କିଣୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ୟବସାୟୀମାନେ ମଧ୍ୟ ନିଜ ନିଜ ମଧ୍ୟରେ ସାମାଜିକ ଦୂରତ୍ବ ନିୟମକୁ ମାନି ପରିବା ବିକ୍ରି କରୁଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.