ETV Bharat / city

କୋଭିଡ କଟକଣା ସହ ପାଳିତ ହେବ ରାଜଧାନୀ ପ୍ରତିଷ୍ଠା ଦିବସ

author img

By

Published : Apr 6, 2021, 8:12 AM IST

ରାଜ୍ୟରେ ଦୈନିକ ସଂକ୍ରମଣ ଭୟଙ୍କର ଭାବେ ବଢିଚାଲିଛି । ଏଥର ବି ଫିକା ପଡିବ ରାଜଧାନୀର ପ୍ରତିଷ୍ଠା ଦିବସ । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ହେବ ରାଜଧାନୀର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: କୋଭିଡ କଟକଣାରେ ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀର 73 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନା ସାମିଲ ହେବେ ଛାତ୍ରଛାତ୍ରୀ । କେବଳ କେକ କାଟି ପାଳନ କରାଯିବ ।ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ୟାରେଡ କରାଯିବ ନାହିଁ। । ଆସନ୍ତା 13 ତାରିଖରେ ରାଜଧାନୀ ପାଳବ ପ୍ରତିଷ୍ଠା ଦିବସ ।

ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ପ୍ରତିଷ୍ଠା ଦିବସକୁ କଟକଣାରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଏମସିର ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁ, କ୍ୟାପିଟାଲ ହାଇସ୍କୁଲ ସୋନାମିକା ରାୟ, ବିଏମସିର ଡେପୁଟି କମିଶନର ପ୍ରମୋଦ ପୁଷ୍ଟି, ବିଇଓ ସନ୍ତୋଷ କୁମାର ରାଉତ ଓ ରାଜଧାନୀ ରେ ଥିବା ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ କିଛି ବରିଷ୍ଠ ବ୍ୟକ୍ତି ଏହି ବୈଠକ ରେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.