ETV Bharat / city

ରାଜଧାନୀରେ ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ ! - ନିଷ୍ପାପ ଶିଶୁ

କଡା ଆଇନ ପ୍ରଣୟନ ସତ୍ବେ ଯୌନ ଶୋଷଣରେ ଲାଗୁନାହିଁ ଲଗାମ । ବଢିଛି ଚାଲିଛି ଦୁଷ୍କର୍ମ । କେବେ ଅନ୍ତ ହେବ ଯୌନ ଶୋଷଣ ।

ପ୍ରତୀକାତ୍ମକ ଫଟୋ
author img

By

Published : Aug 20, 2019, 11:30 PM IST

ଭୁବନେଶ୍ବର: ରାଜ୍ୟରେ ଥମୁନି ଲଜ୍ଜା । ବଢିଛି ଚାଲିଛି ନିଷ୍ପାପ ଶିଶୁଙ୍କ ପ୍ରତି ଯୌନ ଶୋଷଣ । ଯୌନ ଭିକ୍ଷୁକଙ୍କୁ ଦେଖାଯାଉନି ସଂର୍ପକ କି ବୟସ । ଆଜି ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ନାବାଳିକାଙ୍କ ସଂର୍ପକୀୟ ମାମୁଁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପୀଡିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତ ମାମୁଁକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ବେଳେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ତେବେ ଅଭିଯୁକ୍ତ ମାମୁଁ ମଧ୍ୟ ନାବାଳକ ଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଲଜ୍ଜା,୭ ବର୍ଷର ଭାଣିଜିକୁ ମାମୁର ଦୁଷ୍କର୍ମ
Body:
ରାଜଧାନୀରେ ଲଜ୍ଜା।୭ ବର୍ଷର ନାବାଳିକା ଭାଣିଜିକୁ ମାମୁର ଦୁଷ୍କର୍ମ।ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଘଟିଛି ଘଟଣା।ମା ଘରେ ନଥିବା ବେଳେ ଭାଣିଜି ସହ କରିଛି ଏଭଳି ପାପ। ଏନେଇ ମାମୁଁ ସହ ସ୍କୁଲ ଯିବାକୁ ମନା କରିବାରୁ ମା ଆଗରେ ସତ ଓଗାଳିଛି ଝିଅ । ଭାଣିଜିକୁ ବିଭିନ୍ନ ପ୍ରକାର ବ୍ରଲୋଭନ ଦେଖାଇ ଏପରି ଦୁଷ୍କର୍ମ କରିଥିବା ମା ଚନ୍ଦ୍ରଶେଖରପୁର ଥାନାରେ କରିଛି ଅଭିଯୋଗ । ଏନେଇ ପୋଲିସ ନିକଟରେ ଅଭିଯୋଗ ପରେ ନାବାଳିକାର ଡାକ୍ତରିମାଇନା କରିଛି ପୋଲିସ। ସେପଟେ ମାମୁଁକୁ ଥାନାରେ ଅଟକ ରଖିଛି ପୋଲିସ। ତେବେ ମାମୁଁ ଜଣକ ପିଡିତାର ମାର ମାମୁ ପୁଅ ବୋଲି ଜଣାପଡିଛି। ସେ ନାବାଳକ ଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.