ETV Bharat / city

ଭୁବନେଶ୍ବର-ବ୍ୟାଙ୍କକ୍ ବିମାନସେବା ସାମୟିକ ବନ୍ଦ

author img

By

Published : Sep 20, 2019, 1:38 PM IST

ଭୁବନେଶ୍ବରରୁ ବ୍ୟାଙ୍କକ୍ ମଧ୍ୟରେ ଚାଲୁଥିବା ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ଫାଇଲ ଫଟୋ

ଭୁବନେଶ୍ବର: ସାମୟିକ ଭାବେ ବନ୍ଦ ହୋଇଛି ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନସେବା । ଏ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ।

ଏନେଇ ଅପରାହ୍ନ 3ଟାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:ଭୁବନେଶ୍ୱର ରୁ ବ୍ୟାଙ୍କକ କୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ। ସୂଚନା ଦେଲେ ବିମାନ ବନ୍ଦର ର ନିର୍ଦେଶକ।

Body:ଭୁବନେଶ୍ୱର ରୁ ବ୍ୟାଙ୍କକ କୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ। ସୂଚନା ଦେଲେ ବିମାନ ବନ୍ଦର ର ନିର୍ଦେଶକ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.