ETV Bharat / city

ଢ଼ାକିବାଦ୍ୟ ତାଳରେ ମା’ଙ୍କୁ ଆବାହନ - ରାଜଧାନୀ ଭୁବନେଶ୍ବର

ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତରେ ମା’ ଦୁର୍ଗାଙ୍କୁ ପୂଜା କରୁଥିବା ବେଳେ ରାଜଧାନୀରେ ଥିବା ବଙ୍ଗଳା ଭାଷାଭାଷୀ ଲୋକେ ସ୍ବତନ୍ତ୍ର ଢ଼ାକି ବାଦ୍ୟ ବଜାଇ କରୁଛନ୍ତି ମା’ଙ୍କ ପୂଜାର୍ଚ୍ଚନା । ଅଧିକ ପଢ଼ନ୍ତୁ...

ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ
author img

By

Published : Oct 7, 2019, 10:09 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଶ ଆଡମ୍ବରରେ ଚାଲିଛି ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା । ବଡ଼ ବଡ଼ ତୋରଣ ସହ ଝଲସି ଉଠୁଛି ମା’ଙ୍କ ମେଢ଼। ତେବେ ରାଜଧାନୀରେ ଥିବା ବଙ୍ଗାଳୀ ସମ୍ପ୍ରଦାୟଙ୍କ ଦ୍ବାରା ବଙ୍ଗାଳୀ ସାହି ପୂଜାମଣ୍ଡପରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି ।

ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ

ଦଶହରା ବଙ୍ଗଳା ଭାଷାଭାଷୀ ଲୋକଙ୍କ ପାଇଁ ମୁଖ୍ୟ ପାର୍ବଣ ହୋଇଥାଏ । ତେବେ ଭୁବନେଶ୍ବରରେ ସ୍ବତନ୍ତ୍ର ଢ଼ାକି ବାଦ୍ୟର ତାଳରେ ମା’ଙ୍କୁ ଆବାହନ କରିଛନ୍ତି ଏମାନେ । ଏହି ସ୍ବତନ୍ତ୍ର ଢ଼ାକି ବାଦ୍ୟ ମା’ଙ୍କର ଖୁବ ପ୍ରିୟ ବୋଲି ବିଶ୍ବାସ କରନ୍ତି ଭକ୍ତ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଢ଼ାକି ବାଦ୍ୟ ସହ ମା ଙ୍କ ରୀତିନୀତି ରେ ଚାଲୁଛି ପୂଜ।

ରାଜଧାନୀ ଭୁବନେଶ୍ବର। ବେଶ ଆଡମ୍ବରରେ ରେ ପାଳୁଛି ମା ଙ୍କ ପୂଜା। ବଡ଼ ବଡ଼ ତୋରଣ ସହ ଝଲସି ଉଠୁଛି ମାଁ ଙ୍କ ମେଢ଼। ଅନ୍ୟ ପଟେ ରାଜଧାନୀ ରେ ଦୀର୍ଘ ଦିନ ରହି ଆସୁଥିବା ବଙ୍ଗାଳୀ ଭାଷା ଭାସି ଲୋକେ ବି ବେଶ ଆଡମ୍ବରରେ ମା ଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ବଙ୍ଗାଳୀ ମାନଙ୍କ ଦୁର୍ଗା ପୂଜା ମୁଖ୍ୟ ପୂଜା ହୋଇ ଥିବା ବେଳେ ଢାକି ବାଦ୍ୟ ରେ ମା ଙ୍କ ପୂଜା କରୁଛନ୍ତି। ମା ଙ୍କୁ ଆବାହନ ରେ ଢାକି ବାଦ୍ୟ ର ବ୍ୟବହାର କରାନ୍ତି ଏ ମାନେ। ବିଶ୍ଵସ ରହିଛି ମା ଙ୍କ ପ୍ରିୟ ବାଦ୍ୟ ଅଟେ ତେଣୁ ଏହି ବାଦ୍ୟ ଦ୍ୱାରା ମା ଙ୍କୁ ପୂଜା କରୁଛନ୍ତି ରାଜଧାନୀ ର ବଙ୍ଗାଳୀ ଭାଷାଭାଷୀ ଲୋକେ।

Body:ଢ଼ାକି ବାଦ୍ୟ ସହ ମା ଙ୍କ ରୀତିନୀତି ରେ ଚାଲୁଛି ପୂଜ।

ରାଜଧାନୀ ଭୁବନେଶ୍ବର। ବେଶ ଆଡମ୍ବରରେ ରେ ପାଳୁଛି ମା ଙ୍କ ପୂଜା। ବଡ଼ ବଡ଼ ତୋରଣ ସହ ଝଲସି ଉଠୁଛି ମାଁ ଙ୍କ ମେଢ଼। ଅନ୍ୟ ପଟେ ରାଜଧାନୀ ରେ ଦୀର୍ଘ ଦିନ ରହି ଆସୁଥିବା ବଙ୍ଗାଳୀ ଭାଷା ଭାସି ଲୋକେ ବି ବେଶ ଆଡମ୍ବରରେ ମା ଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ବଙ୍ଗାଳୀ ମାନଙ୍କ ଦୁର୍ଗା ପୂଜା ମୁଖ୍ୟ ପୂଜା ହୋଇ ଥିବା ବେଳେ ଢାକି ବାଦ୍ୟ ରେ ମା ଙ୍କ ପୂଜା କରୁଛନ୍ତି। ମା ଙ୍କୁ ଆବାହନ ରେ ଢାକି ବାଦ୍ୟ ର ବ୍ୟବହାର କରାନ୍ତି ଏ ମାନେ। ବିଶ୍ଵସ ରହିଛି ମା ଙ୍କ ପ୍ରିୟ ବାଦ୍ୟ ଅଟେ ତେଣୁ ଏହି ବାଦ୍ୟ ଦ୍ୱାରା ମା ଙ୍କୁ ପୂଜା କରୁଛନ୍ତି ରାଜଧାନୀ ର ବଙ୍ଗାଳୀ ଭାଷାଭାଷୀ ଲୋକେ।

ବାଇଟ ପୂଜକ
ବାଇଟ ଟିକେ ରାହା, ସଭାପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.