ETV Bharat / city

ବାରଙ୍ଗ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ସିବିଆଇର ୪୫ ମିନିଟ ଜେରା - ବାରଙ୍ଗ ଗଣଦୁଷ୍କର୍ମ ମାମଲା

ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ସିବିଆଇର ଛାନବିନ । ପୀଡିତାଙ୍କୁ ସିବିଆଇ କରିଛି ଜେରା । ଦିନ ୨ଟା ୩୦ରେ ତାଙ୍କ ବାସ ଭବନରେ ସିବିଆଇ ପହଞ୍ଚ କରିଛି ଜେରା । ଦୀର୍ଘ ୪୫ ମିନିଟ ଧରି ପଚରାଉଚରା କରିଛନ୍ତି ସିବିଆଇର ଦୁଇ ଅଧିକାରୀ । ଅଧିକ ପଢନ୍ତୁ...

ବାରଙ୍ଗ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ସିବିଆଇର ୪୫ ମିନିଟ ଜେରା

author img

By

Published : Mar 26, 2021, 7:40 PM IST

ଭୁବନେଶ୍ୱର: ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ସିବିଆଇର ଛାନବିନ । ପୀଡିତାଙ୍କୁ ସିବିଆଇ କରିଛି ଜେରା । ଦିନ ୨ଟା ୩୦ରେ ତାଙ୍କ ବାସ ଭବନରେ ସିବିଆଇ ପହଞ୍ଚି କରିଛି ଜେରା । ଦୀର୍ଘ ୪୫ ମିନିଟ ଧରି ପଚରାଉଚରା କରିଛନ୍ତି ସିବିଆଇର ଦୁଇ ଅଧିକାରୀ । ଜେରା ବେଳେ ସିବିଆଇକୁ ଷଡଯନ୍ତ୍ରକାରୀର ସୂଚନା ଦେଇଛନ୍ତି ପୀଡିତା ।

ବାରଙ୍ଗ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ସିବିଆଇର ୪୫ ମିନିଟ ଜେରା

ଏପରିକି ତାଙ୍କୁ ଏବେ କେଉଁମାନେ ହଇରାଣ ହରକତ କରୁଛନ୍ତି ତା ସହିତ କିଏ କିଏ ସେତେବେଳେ ସେ ଏହି ଘଟଣାର ଷଡଯନ୍ତ୍ରକାରୀ ଥିଲେ ସେସବୁର ତଥ୍ୟ ଦେଇଛନ୍ତି । ଏପରିକି ବିବନ ଦେଇଥିବା ତଥ୍ୟ ସମ୍ପର୍କରେ ସିବିଆଇକୁ ମଧ୍ୟ ପଚାରିଥିଲେ ପୀଡିତା । ହେଲେ ତଦନ୍ତରେ ବାଧାପ୍ରାପ୍ତ ଯୋଗୁଁ କୌଣସି ସୂଚନା ଦେଇନଥିଲେ ସିବିଆଇ ଅଧିକାର । ପରେ ୪୫ ମିନିଟ ପରେ ୩ଟା ୧୫ରେ ତାଙ୍କ ବାସଭବନରୁ ଫେରିଥିଲେ ସିବିଆଇ ଅଧିକାରୀ । କେସର ତଦନ୍ତକାରୀ ଅଧିକାରୀ ସହ ଆଉ ଜଣେ ଅଧିକାରୀ ମିଶି ଜେରା ପାଇଁ ଯାଇଥିଲେ ସିବିଆଇ ଟିମ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.