ETV Bharat / city

୨ ଦିନିଆ ରିମାଣ୍ଡରେ ଯିବ ବିବନ, ଝାରପଡା ଜେଲରେ ହେବ TI ପରେଡ - CBI moves Special CJM court

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁର୍ଷ୍କମ ମାମଲା ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ । ଝାରପଡା ଜେଲରେ ହେବ ଟିଆଇ ପରେଡ । ଏନେଇ ସିବିଆଇ କୋର୍ଟରେ ଆବେଦନ କରିଥିଲା । ଅଧିକ ପଢନ୍ତୁ...

ବାରଙ୍ଗ ଗଣଦୁଷ୍କର୍ମ ମାମଲା,ବିବନର ହେବ ଟିଆଇ ପରେଡ

author img

By

Published : Mar 2, 2021, 2:11 PM IST

Updated : Mar 2, 2021, 8:27 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁର୍ଷ୍କମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ବାଳର ହେବ ଟିଆଇ ପରେଡ । ୨ଦିନିଆ ରିମାଣ୍ଡରେ ଯିବ ବିବନ, ଝାରପଡା ଜେଲରେ ହେବ ଟିଆଇ ପରେଡ ।

ବହୁଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ବାଳ ୨ ଦିନିଆ ରିମାଣ୍ଡରେ ଯିବ । ଏଥିପାଇଁ କୋର୍ଟ ଦେଲେ ଅନୁମତି। ବୁଧବାର ଝାରପଡା ଜେଲରେ ହେବ ଟିଆଇ ପରେଡ। ମାଜିଷ୍ଟ୍ରେଟ,ଜେଲ ଅଥରିଟି ଓ ପୀଡିତାଙ୍କ ଉପସ୍ଥିତିରେ ହେବ ଅଭିଯୁକ୍ତ ଚିହ୍ନଟ ପକ୍ରିୟା। ଏହା ପରେ ସିବିଆଇ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିବ ।

ତେବେ ସିବିଆଇର କୋର୍ଟରେ ଆଜି ରିମାଣ୍ଡରେ ଟିଆଇ ପରେଡ ପାଇ ଆବେଦନ କରାଯାଇଥିଲା। କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ବିବନର ଟିଆଇ ପରେଡରେ ଚିହ୍ନଟ କରିବା ବଡ଼ ସାକ୍ଷି ହେବ । ସ୍ଫେଶାଲ ସିବିଆଇ କୋର୍ଟରେ ସିବିଆଇ ଲିଗାଲ ଆଡ଼ଭାଇଜାର କେ ସି ମିଶ୍ରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।

ପ୍ରକାଶ ଥାଉ କି, 1999 ମସିହାରେ ରାଜଧାନୀ ବାରଙ୍ଗରେ ଜଣେ ଯୁବତୀଙ୍କୁ ଗଣଦୁର୍ଷ୍କମ ଘଟଣା ଘଟିଥିଲା । ଅଭିଯୁକ୍ତ 22ବର୍ଷ ଧରି ପୋଲିସକୁ ଚକମା ଦେଇ ଲୁଚି ବୁଲୁଥିଲା । 22ବର୍ଷ ପରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

Last Updated : Mar 2, 2021, 8:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.