ETV Bharat / city

ଆଜିଠୁ ରାଜ୍ୟରେ ଦୁଇ ଦିନ BANK ବନ୍ଦ

author img

By

Published : Oct 19, 2021, 8:11 AM IST

Updated : Oct 19, 2021, 8:27 AM IST

ଆଜିଠୁ ରାଜ୍ୟରେ ଦୁଇ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ ଓ ସମସ୍ତ ଆର୍ଥିକ ଅନୁଷ୍ଠାନ । ଏନେଇ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ଅଧିକ ପଢନ୍ତୁ...

ଆଜିଠୁ ରାଜ୍ୟରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ
ଆଜିଠୁ ରାଜ୍ୟରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦୁଇ ଦିନ ବ୍ୟାଙ୍କ ଛୁଟି । ବ୍ୟାଙ୍କ ସମେତ ବ୍ୟାଙ୍କ ସେବା ପ୍ରଦାନକାରୀ ସମସ୍ତ ଆର୍ଥିକ ସଂସ୍ଥାଗୁଡିକ ବନ୍ଦ ରହିବ । ଇଦ-ମିଲାଦ୍ ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଏହି ଛୁଟି ଘୋଷଣା ହୋଇଛି । ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଅକ୍ଟୋବର ୧୯ ଅର୍ଥାତ୍ ଆଜି ଏବଂ ଆସନ୍ତାକାଲି(ବୁଧବାର) ସମସ୍ତ ଆର୍ଥିକ ଅନୁଷ୍ଠାନ ବନ୍ଦ ରହିବ ।

Last Updated : Oct 19, 2021, 8:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.