ETV Bharat / city

ପ୍ରକାଶ ପାଇଲା ବିଜେଡ଼ି ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରୁ ଆଉଟ ଅନୁଭବ

author img

By

Published : Oct 16, 2020, 4:42 PM IST

ବାଲେଶ୍ବର ଏବଂ ତିର୍ତ୍ତୋଲ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ପ୍ରକାଶ କରିଛି 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା । କିନ୍ତୁ ପୂର୍ବରୁ ଷ୍ଟାର ତାଲିକାରେ ରହିଆସୁଥିବା ସାଂସଦ ଅନୁଭବ ମହାନ୍ତି ଏଥର ଲିଷ୍ଟରୁ ହୋଇଛନ୍ତି ଆଉଟ । ଅଧିକ ପଢନ୍ତୁ..

baleswar-tirtol-by-election-bjd-has-announced-the-list-of-star-campaigners

ଭୁବନେଶ୍ବର: ବାଲେଶ୍ବର ଏବଂ ତିର୍ତ୍ତୋଲ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ପ୍ରକାଶ କରିଛି 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା । କିନ୍ତୁ ପୂର୍ବରୁ ଷ୍ଟାର ତାଲିକାରେ ରହିଆସୁଥିବା ସାଂସଦ ଅନୁଭବ ମହାନ୍ତି ଏଥର ଲିଷ୍ଟରୁ ହୋଇଛନ୍ତି ଆଉଟ । ଅନୁଭବଙ୍କ ବଦଳରେ ଏହି ତାଲିକାରେ ଏଣ୍ଟ୍ରି ମାରିଛନ୍ତି ଅରିନ୍ଦମ ରାୟ । 30 ଜଣିଆ ତାଲିକା ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି।

ପ୍ରକାଶ ପାଇଲା ବିଜେଡ଼ି ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରୁ ଆଉଟ ଅନୁଭବ
ପ୍ରକାଶ ପାଇଲା ବିଜେଡ଼ି ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରୁ ଆଉଟ ଅନୁଭବ

ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିବାବେଳେ ତାଙ୍କ ତଳକୁ ରହିଛନ୍ତି ପ୍ରଣବ ପ୍ରକାଶ ଦାସ। ହେଲେ ଉପକୂଳ ଜିଲ୍ଲାରେ ଉପନିର୍ବାଚନ ହେଉଥିବାରୁ ଅଭିନେତା ଅନିଭୁବ ମହାନ୍ତିଙ୍କୁ ଦଳ ନେବା କଥା। କିନ୍ତୁ ବାରମ୍ବାର ବିବାଦରେ ଫସିଥିବା ଅନୁଭବ କାଳେ ଦଳ ପାଇଁ ବୁମେରାଙ୍ଗ ହେବେ ସେଥିପାଇଁ ତାଙ୍କୁ ବାଦ ଦିଆଯାଇଛି। ସେପଟେ ଏହି ସୁଯୋଗ ନେଇ ଅରିନ୍ଦମ ଏଣ୍ଟ୍ରି କରିଛନ୍ତି। ସେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ତାଲିକାରେ ଯୁବ ନେତା, ଅନେକ ବରିଷ୍ଠ ମନ୍ତ୍ରୀ ସ୍ଥାନ ପାଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.